ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡିତ ପାଞ୍ଚ ମହାଦେବଙ୍କ ମଧ୍ୟରେ ଅନ୍ୟତମ ଅର୍ଜୁନ ଭାବରେ ଅଭିହିତ ଶ୍ରୀ ମାର୍କଣ୍ଡେଶ୍ୱର ମହାଦେବଙ୍କ ବିଜେ ସ୍ଥଳି ନିକଟରେ ସର୍ବ ପୁରାତନ…