Latest Odisha News

BREAKING NEWS

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…

ଭାଷା ଭାଗବତ : ସାହିତ୍ୟର ଶକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେହ ସଂଦେହ-ବିହୀନ ହେଲେ ହିଁ ଚିତ୍ତ ପରିଚ୍ଛନ୍ନ ହୁଏ, ଉଭେଇଯାଏ ଡର ସଂଭବ ସବୁ ଉପକାର ' ଲୋକେ କ'ଣ ଭାବିବେ? ' ଚିଂତା ସୃଷ୍ଟି କରିଲେ ଅସ୍ଥିରତା ବଚନ ପାଲଟେ ସଂଳାପ ସତ୍ୟର ମୁକ୍ତ ଅପଳାପ ଅଧିକ ମଧୁର ଆଳାପ…

ଅଲଟିମେଟ୍ ଖୋ ଖୋ’ ଫାଇନାଲ: ଲଢ଼େଇ ପାଇଁ ପ୍ରସ୍ତୁତ ଓଡ଼ିଶା ଜଗରନଟ୍ସ

ଆଜି ‘ଅଲଟିମେଟ୍ ଖୋ ଖୋ’ ଫାଇନାଲ । ଫାଇନାଲରେ ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ମୁକାବିଲା ହେବ । ଫାଇନାଲ ପାଇଁ ଓଡ଼ିଶା ପକ୍ଷରୁ ବଡ଼ ଆଶା ରହିଛି । ଆଜିର ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରିବ ଓଡ଼ିଶା ଜଗରନଟ୍ସ । …

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ…

ଆଜି ପୁଣି ଭାରତ-ପାକିସ୍ତାନ ଲଢ଼େଇ

ଆଜି ପୁଣି ଭାରତ –ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହରାଇଥିଲେ ମଧ୍ୟ ଆଜି ଏସିଆ କପରେ  ଭାରତକୁ କଡା ଟକ୍କର ଦେଇପାରେ ପାକିସ୍ତାନ । ଆଜିର ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅପେକ୍ଷାରେ ଅଛନ୍ତି। ଏହି ମ୍ୟାଚରେ ଯିଏ ଜିତିବ ତାର ଫାଇନାଲକୁ ଯିବା ଆଶା ଅଧିକ ରହିବ ।   …

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୁଇଟି ଚକ୍ରଙ୍କ ବିଶେଷ ପ୍ରଭାବ ଦୃଷ୍ଟି ଗୋଚର ହୁଏ । ଜଣେ ରତ୍ନସିଂହାସନରେ ପ୍ରଭୁଙ୍କ ସହିତ ବିରାଜମାନ କରନ୍ତି। ଯଥା ଶ୍ରୀଜଗନ୍ନାଥଙ୍କ…

ବିଚାରପତିଙ୍କ ଆତ୍ମହତ୍ୟା ପଛରେ କିଏ, ପରିବାର ଏବଂ ଶ୍ୱଶୁର ଘର ମଧ୍ୟରେ ଥିବା ବିବାଦକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ଯାଜପୁର ସ୍ଥିତ ପୈୃତକ ଗାଁରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୁଅର ମଲା ମୁହଁ ଦେଖିନପାରି ବୃଦ୍ଧ ବୟସରେ ପୁଅ ମୃତ୍ୟୁର ନ୍ୟାୟ ଦାବି କରି ଥାନାରେ ଏତଲା…

ଆଫଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ୪ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ । ୧୯.୧ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି…

ଡରାଉଛି ଡେଙ୍ଗୁ: ରାଜଧାନୀ ସମେତ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାର ଚିକ୍କଣ ସହର ରାଜଧାନୀ ଭୁବନେଶ୍ୱର। ଯେଉଁଠି ବଡ଼ ବଡ଼ିଆ ଏବଂ ଅଧିକ ଶିକ୍ଷିତ ରୁହନ୍ତି। ଏବେ କିନ୍ତୁ ଏହି ସହରରେ ବଢ଼ିଛି ଡେଙ୍ଗୁ ମଶା (ଏଡିସ)ର ଆତଙ୍କ। ଯାହାକି ସହର ବାସୀଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ହାରାହାରି ପାଞ୍ଚରୁ ୧୦ ଜଣ…

ଚଳିତ ମାସ ଓଡ଼ିଶାର ତିନି ଦଳ ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ବର୍ଷ । ଏହା ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଉ ଓଡ଼ିଶାରେ ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସ ସକ୍ରିୟ ହେବାକୁ ଯାଉଛନ୍ତି। ରାଜନୈତିକ ଦଳ ଗୁଡିକର ଚଳିତ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।…