Latest Odisha News

BREAKING NEWS

କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା : କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଜେଲରେ ଥିବା କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ  । ଏନେଇ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି  । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି। କୁଶ୍‌…

ଉଡାଣ ଭରିବା ପରେ ସନ୍ତୁଳନ ହରାଇଲା ବିମାନ…

କାଠମାଣ୍ଡୁ: ନେପାଳର ପୋଖରା ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଭରିବାର ସାତ ମିନିଟ ମଧ୍ୟରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ମୁସ୍ତାଙ୍ଗ ଅଭିମୁଖେ ବିମାନ ଉଡାଣ ଭରିଥିଲେ । କିନ୍ତୁ କିଛି ସମୟ ପରେ ପାଇଲଟ ବୁଝିପାରିଥିଲେ କିଛି ଗଡ଼ବଡ ହୋଇଛି। ଯେଉଁଥିପାଇଁ ସେ ହଠାତ ଜରୁରୀକାଳୀନ ଅବତରଣ…

ରଚନା ସହିତ ଅନୁଭୂତି ସବୁବେଳେ ଜଡ଼ିତ : ଶୁଭନାରାୟଣ ସ୍ୱାଇଁ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶୁଭନାରାୟଣ ସ୍ୱାଇଁ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଅନୁବାଦ ଓ…

ଜୀବନବ୍ୟାପୀ ସାଧନା ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି

ନୂଆଦିଲ୍ଲୀ :  “ଜୀବନବ୍ୟାପୀ ସାଧନା ସମ୍ମାନ ”ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି…

ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ବିଶାଳ ରାଲି, ଜୟରାମ କହିଲେ ‘ମୋଦୀଙ୍କ ପାଇଁ ମହଙ୍ଗା ମାଡ଼’

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାମଲୀଲା ମୈଦାନରେ ଦରଦାମ ବୃଦ୍ଧି, ବେକାରୀ ଏବଂ ଜିଏସଟି ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ' ହଲ୍ଲା-ବୋଲ' ଆୟୋଜନ କରୁଛି। ଏହି ରାଲିରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଦିଲ୍ଲୀରେ ମୁଦ୍ରାସ୍ଫୀତି…

ସୋମବାର ଓଡ଼ିଶା ଆସୁଛନ୍ତି ଅମିତ ଶାହଙ୍କ ଭରସାଯୋଗ୍ୟ ‘ବ୍ଯାଟସମ୍ୟାନ’ ବଂଶଲ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ। ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତ ସାରି ଫେରିବା ପରେ ରାଜ୍ୟ ବିଜେପି ପ୍ରଭାରୀ ବଦଳିଥିଲେ। ଆଉ ଶାହଙ୍କ ଭରସାଯୋଗ୍ୟ 'ବ୍ୟାଟସମ୍ୟାନ' ସୁନୀଲ ବଂଶଲଙ୍କୁ ବିଜେପି ସଭାପତି ଜେପି…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

କିଡ଼ନୀ ଚୋରି ମାମଲାର ଅଭିଯୁକ୍ତ ସ୍ୱାମୀ ଗିରଫ

ମାଲକାନଗିରି: କିଡ଼ନୀ ଚୋରି ମାମଲାରେ ସ୍ୱାମୀ ଗିରଫ । ମାଲକାନଗିରି କୋତାମେଟା ଥାନାରେ ଏ ନେଇ ଗିରଫ ଅଭିଯୁକ୍ତର ସ୍ତ୍ରୀ ରଶ୍ମିତା କୁଣ୍ଡୁ ଥାନାରେ ଏତଲା ଦେଇଥିଲେ। ଏତଲାର ୧୧ ଦିନ ପରେ ପୋଲିସ ପ୍ରଶାନ୍ତ କୁଣ୍ଡଙ୍କୁ ବାଙ୍ଗୋଲୋରରୁ ଗିରଫ କରିଛି। ପରେ କୋର୍ଟ ଚାଲାଣ କରିଛି।…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

କମେଣ୍ଟ ମରାକୁ ନେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ?

ଯାଜପୁର: କମେଣ୍ଟ ମରାକୁ ନେଇ ହତ୍ୟା ଅଭିଯୋଗ । ୪ ଦିନ ତଳେ କମେଣ୍ଟ ମରାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ଝିଅକୁ ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଝିଅ ଅମ୍ରିତା ଦାସଙ୍କ ବାପା ଅମୂଲ୍ୟ ଦାସ। ଘଟଣାର ୪ ଦିନ ପରେ ମୃତ ଦେହ ଉଦ୍ଧାର ହୋଇଛି।…