Latest Odisha News

BREAKING NEWS

ସୋମବାର ଓଡ଼ିଶା ଆସୁଛନ୍ତି ଅମିତ ଶାହଙ୍କ ଭରସାଯୋଗ୍ୟ ‘ବ୍ଯାଟସମ୍ୟାନ’ ବଂଶଲ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ। ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତ ସାରି ଫେରିବା ପରେ ରାଜ୍ୟ ବିଜେପି ପ୍ରଭାରୀ ବଦଳିଥିଲେ। ଆଉ ଶାହଙ୍କ ଭରସାଯୋଗ୍ୟ 'ବ୍ୟାଟସମ୍ୟାନ' ସୁନୀଲ ବଂଶଲଙ୍କୁ ବିଜେପି ସଭାପତି ଜେପି…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

କିଡ଼ନୀ ଚୋରି ମାମଲାର ଅଭିଯୁକ୍ତ ସ୍ୱାମୀ ଗିରଫ

ମାଲକାନଗିରି: କିଡ଼ନୀ ଚୋରି ମାମଲାରେ ସ୍ୱାମୀ ଗିରଫ । ମାଲକାନଗିରି କୋତାମେଟା ଥାନାରେ ଏ ନେଇ ଗିରଫ ଅଭିଯୁକ୍ତର ସ୍ତ୍ରୀ ରଶ୍ମିତା କୁଣ୍ଡୁ ଥାନାରେ ଏତଲା ଦେଇଥିଲେ। ଏତଲାର ୧୧ ଦିନ ପରେ ପୋଲିସ ପ୍ରଶାନ୍ତ କୁଣ୍ଡଙ୍କୁ ବାଙ୍ଗୋଲୋରରୁ ଗିରଫ କରିଛି। ପରେ କୋର୍ଟ ଚାଲାଣ କରିଛି।…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

କମେଣ୍ଟ ମରାକୁ ନେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ?

ଯାଜପୁର: କମେଣ୍ଟ ମରାକୁ ନେଇ ହତ୍ୟା ଅଭିଯୋଗ । ୪ ଦିନ ତଳେ କମେଣ୍ଟ ମରାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ଝିଅକୁ ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଝିଅ ଅମ୍ରିତା ଦାସଙ୍କ ବାପା ଅମୂଲ୍ୟ ଦାସ। ଘଟଣାର ୪ ଦିନ ପରେ ମୃତ ଦେହ ଉଦ୍ଧାର ହୋଇଛି।…

ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮  ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି…

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

କବିତା : ବର୍ଷା ଆଉ ତୁମେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ତନୁମନ ମୋର ବିମୋହିତ ହୁଏ ବରଷାକୁ ଆଜି ଦେଖି , ବରଷାରେ ଭିଜି ଆସନ୍ତ କି ତୁମେ ଆଖି ମୋ ଯାଆନ୍ତା ଲାଖି । ଓଦା କବରୀର ନିଆରା ବାସ୍ନାରେ ହଜି ମୁଁ ଯାଆନ୍ତି ସତେ, ତୁମ କଥା ଭାଳି ଶିହରିତ ହୁଏ ଆବେଗପଣରେ କେତେ । ଦୁର୍ଲ୍ଲଭ ଇଛାର ଅଝଟପଣରେ…

ଶିଶୁ ଗଳ୍ପ : କୁମ୍ବିକାଠରୁ  କୁମ୍ଭୀର

କୁଞ୍ଜ ବିହାରୀ ସାହୁ କେଉଁଟ ଘରର ଦୁଇପୁଅ । ନଦୀରୁ ମାଛ ଧରିବା ତାଙ୍କର ବେଉସା । ଅକାତକାତ ପାଣିକୁ ଡର ନାହିଁ । ଦୁଇଭାଇ ସାଥୀ ହୋଇ ବଣକୁ ଗଲେ । ହାଲକା କୁମ୍ବିକାଠଟିଏ କାଟିଲେ । ଡଙ୍ଗାଟିଏ ତିଆରିକଲେ । ଡଙ୍ଗାକୁ ନେଇ ପାଖ ନଦୀକୁ ଗଲେ । ସାଥିରେ ବଡ଼ ଜାଲଟିଏ ଧରିଲେ । ଅନେକ…

ଅଧ୍ୟାପକ ବିଶ୍ଵରଞ୍ଜନ ହେଲେ ମନୋଜ ଦାସ ସ୍ମୃତି ସଂସଦର ନୂତନ ସଭାପତି

ଭୁବନେଶ୍ୱର : ମନୋଜ ଦାସ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ବୈଠକରେ ସ୍ଥାନୀୟ ଏକ ହୋଟେଲରେ ନୂତନ ସଭାପତି ଭାବରେ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ବିଶିଷ୍ଟ କଥାକାର ବିଜୟ ନାୟକ ସଂସଦର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ମହାମହିମ…