Latest Odisha News

BREAKING NEWS

ମହାଦେବଙ୍କ ପାଖରେ ଜଳଲାଗି କଲେ କାଉଡ଼ିଆ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବମନ୍ଦିରରେ ପ୍ରବଳ ଗହଳି । ବିଭିନ୍ନ ଶୈବପୀଠରେ କାଉଡିଆମାନେ  ବାବା ଭୋଳନାଥଙ୍କୁ ଜଳଲାଗି କରିଛନ୍ତି ।  ମାନସିକ ପୂରଣ ଲାଗି  ବିଭିନ୍ନ ନଦୀରୁ ପାଣି ଆଣି ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ  କାଉଡିଆଙ୍କ ମନ୍ଦିର ନିକଟରେ ଭିଡ…

ରାଷ୍ଟ୍ରପତି ନିର୍ବାଚନ ଆଜି

ଆଉ କିଛି ସମୟ ଭିତରେ ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି  ଭୋଟ୍‌ ଗ୍ରହଣ ହେବ ହେବ। 44ଟି ରାଜନୈତିକ ଦଳ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଯେଉଁ ଘୋଷଣା କରିଛନ୍ତି । ମିଳିତ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ 34 ଦଳ ସମର୍ଥନ କରୁଛନ୍ତି ।  ସେହି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭଲ୍ଲୁକ ଓ ବାନରଙ୍କୁ ଭୟଭୀତ ହେବା ଦେଖି ପ୍ରଭୁ ଶ୍ରୀରାମ ମନ୍ଦ ହସି ଅଗ୍ନିବାଣର ପ୍ରୟୋଗ କଲେ। ଜ୍ଞାନର ଉଦୟରେ ସନ୍ଦେହ ରୂପୀ ଅନ୍ଧକାର ଦୂର ହୋଇଯିବା ସଦୃଶ ସେ ପୁନଶ୍ଚ ପ୍ରକାଶମୟ କରିଦେଲେ। ସୁଲୋଚନଙ୍କର କୋଳରେ ମସ୍ତକ ରଖି…

ଭାଷା ଭାଗବତ : ଲୋକଂକର ସ୍ବର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୦  ଲୋକଭାଷାକୁ କଲେ ଶ୍ରଦ୍ଧା ହଟିବ ସବୁ ବିଘ୍ନ ବାଧା ବଢ଼ିବ ଲୋକ ମନେ ଆଶା ଭାଷାକୁ କରିବେ ଭରସା ସରଳ ଭାଷା ହିଁ ସରସ ପଢ଼ିଲେ ଅପୂର୍ବ ହରଷ ଆପେ ହୁଏ ମନରେ ଜାତ ଏ ସତ୍ୟ ବହୁପରୀକ୍ଷିତ କଷ୍ଟିଆ ଶବ୍ଦ ବାଛି ବାଛି ଲେଖିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରରେ ତିନି ଗୋଟି ଅତ୍ୟନ୍ତ ପବିତ୍ର ଓ ପ୍ରାଚୀନତମ ନିଦର୍ଶନ ହେଲା, କଳ୍ପବଟ, ଶ୍ରୀନୀଳମାଧବଙ୍କ ଆସ୍ଥାନ ଓ ରୋହିଣୀ କୁଣ୍ଡ, କଳ୍ପବଟ ଓ…

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି …

ମହଙ୍ଗା ଭତ୍ତା ଦାବିରେ କର୍ମଚାରୀ ଓ ପେନସନଭୋଗୀ ଆନ୍ଦୋଳନ କରିବେ

କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ  ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ…

ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ପୁଣି ସ୍ଥାନ ପାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ:  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜ୍ୟସଭା ପାଇଁ ଉପାଧ୍ୟକ୍ଷମାନଙ୍କ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି । ଏହି ପ୍ୟାନେଲରେ ଓଡ଼ିଶାର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କୁ ପୁଣିଥରେ ସ୍ଥାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । …

ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବଂଶଧାରା। ଭାସିଗଲେ ହାତୀପଲ

ରାୟଗଡ଼ା: ଲଗାଣ ବର୍ଷା ପ୍ରଭାବରେ ଫୁଲିଛି ବଂଶଧାରା। ଜଳସ୍ତର ଆଜି ସତର୍କ ସଙ୍କେତ ଟିପିଛି। ଅପରାହଣରେ ବର୍ଷା କମିବା ପରେ ସଂଧ୍ୟାରେ ବଂଶଧାରା ଜଳସ୍ତର ସ୍ଥିର ରହିଛି। ସାନ ନଦୀ (ମହେନ୍ଦ୍ରତନୟା) ସମେତ ଶାଖା ନଦୀ, ନାଳ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ରାତିରେ ବଂଶଧାରା…

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର:  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ…