Latest Odisha News

BREAKING NEWS

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ବୋଲବମ ଭିଡ଼ ଲାଗି ଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ଼କୁ ଲକ୍ଷ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।…

କବିସୂର୍ଯ୍ୟନଗରରୁ ଅପହରଣ, ପାଟପୁରରୁ ମିଳିଲା ଅର୍ଦ୍ଧଦଗ୍ଧ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପାଟପୁର ଥାନା ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିବା ଘଟଣା ସାରା ଜିଲାରେ ଆଲୋଡ଼ନ ଖେଳାଇ ଦେଇଛି। ଅପହରଣ ପରେ ହତ୍ୟା ଏବଂ ହତ୍ୟା ପ୍ରମାଣକୁ ଲୁଚାଇବା ପାଇଁ ଶବକୁ ଜାଳି ଦିଆଯାଇଥିବା…

ଗଲ୍ଫ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର: ଗଲ୍ଫ ଓଡ଼ିଆ ଆସୋସିଏସନ(ଗଓଆ) ର ପଞ୍ଚମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗଓଆ ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହୋତ୍ସବର କରାଯାଇଥିଲା। ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ…

ଜାତୀୟ ଜୁନିୟର ସନ୍ତରଣରେ ରେକର୍ଡ କଲେ ମାଧବନଙ୍କ ପୁତ୍ର ବେଦାନ୍ତ

ମାଡ୍ରାସ: ବଲିଉଡରେ ସଫଳ କଳାକାରଙ୍କ ପିଲାମାନେ ଅଭିନୟ ପତି ବିଶେଷ ଭାବେ ଆକୃଷ୍ଟ ହେଉଥିବା ବେଳେ ଆର.ମାଧବନଙ୍କ ପୁତ୍ର ବେଦାନ୍ତଙ୍କ କ୍ଷେତ୍ରରେ କିନ୍ତୁ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ସେ ସନ୍ତରଣରେ କ୍ୟାରିୟର କରିବା ସହ ଦେଶ ପାଇଁ ଗୌରବ ଆଣିବା ନେଇ ଜିଦ ଧରିଛନ୍ତି । ରବିବାର…

୮୦ ଜଣ ବ୍ୟକ୍ତିଙ୍କୁ ଖାଇଥିଲା ଓସାମା !

କମ୍ପାଲା: ଉଗାଣ୍ଡାରେ ଓସାମା ଆତଙ୍କ ସୃଷ୍ଟି କରିଥିଲା । ୧୯୯୧ରୁ ୨୦୦୫ ମଧ୍ୟରେ ଓସାମା ୮୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଖାଇଥିଲା । ଆମେ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ କଥା କହୁ ନାହିଁ । ଏହି ଓସାମା ହେଲା ଏକ ବିଶାଳକାୟ କୁମ୍ଭୀର । ହ୍ରଦ କୂଳରେ ଛପି କରି ଏହା ରହିଥାଏ, ଆଉ ସେ ସମୟରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।  ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୈାପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାତି ପାଇଲେ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ଚାଚନ ହେବ । ଭୋଟ ଦେବେ ସାଂସଦ ଏବଂ ବିଧାୟକ । ତେବେ ସରକାରୀ ଦଳର ପ୍ରାର୍ଥୀ ଚୟନ କୁ ନେଇ ଏବେ ସାରା ଭାରତରେ ଚର୍ଚା ହେଉଛି । ଏହାବି କୁହାଯାଉଛି ଦ୍ରୈାପଦୀ…

ଟି୨୦ କ୍ରିକେଟକୁ ଅଲବିଦା କହିଲେ ତାମିମ ଇକବାଲ

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ରବିବାର ଆନ୍ତର୍ଜାତୀୟ ଟି୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରେ ବାଂଲାଦେଶ କ୍ଲିନ ସୁଇପ କରିବା ପରେ ସେ ହଠାତ ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ଯେ, ଆଜିଠାରୁ ମୋର ଟି୨୦…

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା ।  ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ  । ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର…

ପାରାଦୀପରେ ଇଲିସ ଅଭାବ; କୂଳକୁ ଆସୁନାହାନ୍ତି ମାଛ

ପାରାଦୀପ: ବର୍ଷା ହେଉଛି, ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି। ହେଲେ ପାରାଦ୍ଵୀପକୁ ଆସୁନାହାନ୍ତି ଇଲିସି । ସୁଆଦିଆ ଇଲିସି ମାଛ ପାଇଁ ବାଧକ ସାଜୁଛି ଗୋଳିଆ ବଢ଼ି ପାଣି। କୂଳକୁ ଆସୁନାହାନ୍ତି ଇଲିସି ।  ଇଲିସି ଅଭାବ ଯୋଗୁଁ ବଜାରରେ ଦର ବି ଉଞ୍ଚା । ହତାଶ ହେଉଛନ୍ତି ଖାଉଟି। ମାଛ…