Latest Odisha News

BREAKING NEWS

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅଂଶବିଶେଷ ସୂରୁପ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ…

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀ ବାଂଟିଲେ ନକଲି ସ୍ୱର୍ଣ୍ଣ ମୁଦ୍ରା

ମାଡ୍ରାସ: ତାମିଲନାଡୁର ନଗର ନିଗମ ନିର୍ବାଚନରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ୨ ଦିନ ପୂର୍ବରୁ ଲୋକମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ବାଂଟିଥିଲେ । ଅବଶ୍ୟ ଏଗୁଡିକ ନକଲି ବୋଲି ପରେ ଜଣାପଡିଥିଲା । ପ୍ରକାଶିତ ଖବର ଅନୁସାରେ ମଣିମେଗାଲାଇ…

ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ । ୯ ଜିଲ୍ଲାର ୫୯ ଆସନ ପାଇଁ ହେବ ମତଦାନ । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର ୫୯ ଆସନ ପାଇଁ ନେତା ବାଛିବେ ଭୋଟର । ୫୯ ଆସନ ପାଇଁ…

ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି

ମସ୍କୋ : ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନିନ୍ଦା କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦ ମହାସଚିବ ଆଣ୍ଟୋନିଓ ଗୁଟେରସ, ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଜର୍ମାନୀ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ…

ଚରମ ସୀମାରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ

ମସ୍କୋ : ଚରମ ସୀମାରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁଗାନସ୍କକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର…

ଲେଖକ ଭାବେ କ୍ୟାରିୟର ଆରମ୍ଭ କରିବେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଖୁବ୍ ଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ଅଭିନୟ ବଦଳରେ ରାଇଟିଂକୁ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ୱେବ ସିରିଜରେ ସେ ରାଇଟର ଭାବେ କ୍ୟାରିୟର ଆରମ୍ଭ କରିବେ । ନିକଟରେ ସଦର୍ଣ୍ଣ କାଲିଫୋର୍ଣ୍ଣିଆ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା: ଗିରଫ ସଂଖ୍ୟା ୧୧୩ କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଏଯାଏଁ ୧୧୩ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି । ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯୮ରେ ପହଞ୍ଚିଥିଲା…

[ଦେଖନ୍ତୁ ଭିଡିଓ] ନକଲି ଠକ ଡାକ୍ତରଙ୍କ ଖୋଲୁଛି ଗୁମର: ୨୧ରୁ ଅଧିକ ବିବାହ ନେଇ ଭଉଣୀ ବି ସାମିଲ

ଢେଙ୍କାନାଳ: ନକଲି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଏକାଧିକ ପତ୍ନୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ରଶ୍ମିତା ବେହେରା ବୋଲି ଜଣାପଡିଛି ।  କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ…

CBSE ନବମ ଶ୍ରେଣୀ ବହିରେ ତ୍ରୁଟି, ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସିବିଏସଇ ନିଜର ସ୍କୁଲରେ ପଢ଼ାଉଛି ଭୁଲ ପାଠ । ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି "ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି ।…

୭୦ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ…