Latest Odisha News

BREAKING NEWS

ବଢୁଛି ରୌଦ୍ର ତାପ: ୧୨ଟି ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି…

୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଭାରତରେ ନିବେଶ କରିବାକୁ ଆହ୍ୱାନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଓ୍ୱାଶିଂଟନ: ଭାରତ-ଆମେରିକା ସମ୍ପର୍କର ଅନ୍ୟତମ ସ୍ତମ୍ଭ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶର ଭାଗିଦାରୀ। ଭାରତ ମହାସାଗର କ୍ଷେତ୍ର, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ 'ଆକ୍ଟ ଇଷ୍ଟ' ଏବଂ 'ପଡ଼ୋଶୀ ପ୍ରଥମେ' ନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ-ପ୍ରଶାନ୍ତ…

ପୂର୍ବତନ ରାଜ୍ୟ ବିଜେପି ସଭାପତି ‘ମୁଣ୍ଡକାଟ’ ଧମକ ଦେଇଥିବା ଅଭିଯୋଗ

ଜୁନାଗଡ: ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ବୈଠକରେ ମୁଣ୍ଡକାଟ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ଜୁନାଗଡ ଏନଏସିରେ ନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ସମୟରେ ବିଜେଡି କାଉନସିଲରଙ୍କ ସହ ଯୁକ୍ତିତର୍କ ବେଳେ…

ୟୁକ୍ରେନର ବୁଚା ସହରରେ ରୁଷିଆର ନରସଂହାର: ଦୁଷ୍କର୍ମ ସହ ବଢୁଛି ହତ୍ୟା

ୟୁକ୍ରେନର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭର ବୁଚା ଅଂଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତାର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଂଚଳକୁ ଗସ୍ତ କରି ଜାତୀୟ,…

ରୁଷ ପାଖରୁ ତେଲ କିଣି ଭାରତ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ କରୁଛି କି ? ଜବାବ ରଖିଲା ଆମେରିକା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୈଠକ କରିଛନ୍ତି । ଭର୍ଚୁଆଲ ମୋଡରେ କରିଥିବା ଏହି ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ମୁଖ୍ୟତଃ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ହେବା ତା ଉପରେ ଦୁନିଆର ନଜର ଥିଲା । ଏହି…

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ…

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…

କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିଗାଦମ ମଣ୍ଡଳର ବଟୁଆ ଫାଟକ ନିକଟରେ କୋଲକାତା ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ମାଡ଼ିଯିବାରୁ ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ,…

ମୋଦୀ-ବାଇଡେନ ବୈଠକ, ୟୁକ୍ରେନ ବୁଚାରେ ଗଣହତ୍ୟାକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ସୋମବାର ଏକ ଭର୍ଚୁଆଲ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ…

କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌…