Latest Odisha News

BREAKING NEWS

ଦୁଇଟି ସ୍କୁଲ ବସ୍ ମଧ୍ୟରେ ଧକ୍କା, ଭାଇ-ଭଉଣୀ ମୃତ

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫର ନଗରରେ ଅଭାବନୀୟ ଘଟଣା । ଦୁଇଟି ସ୍କୁଲ ବସ୍ ଧକ୍କାରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ଗରୁତର ମଧ୍ୟ ହୋଇଛନ୍ତି । ଶୁକ୍ରବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୋଲିସ ସୂଚନା ଅନୁସାରେ, ଗୁରୁବାର ଦୁର୍ଘଟଣାରେ…

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ: କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ, ଜାଡେଜା ଫେରିବେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତନ କରାଯିବ ବୋଲି କ୍ରିକବଜରେ ଖବର ପ୍ରକାଶ ପାଇଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଦଳକୁ ଫେରିବା…

ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯିବେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି ।ଏକାମ୍ର ଯୋଜନାର ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ।ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଏବଂ…

ମାତ୍ର ୨ ହଜାର ଟଙ୍କାର ଋଣ, କ୍ରେଡିଟ୍ ସ୍କୋର୍ ଚିନ୍ତାରେ ସନ୍ନି ଲିଓନ୍‌

ମୁମ୍ବାଇ: ଏକ ଛୋଟ ଅଙ୍କର ଋଣ ପାଇଁ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ସନ୍ନି ଲିଓନ୍ । ତାଙ୍କ ପାନ୍ କାର୍ଡ ଜରିଆରେ ମଂଜୁର ହୋଇଥିଲା ମାତ୍ର ୨ ହଜାର ଟଙ୍କା ମୂଲ୍ୟର ଲୋନ୍ । ତେବେ ଏହି ୨ ହଜାର ସନ୍ନି ନୁହେଁ ବରଂ ଅନ୍ୟ କେହି ଉଠାଣ କରି ଭରିନଥିଲେ । ଖାସ୍ ଏହି କାରଣରୁ ନିଜ ସିବିଲ୍ ସ୍କୋର୍…

ଜାଣିଛନ୍ତି କି? ବିରଳ ବ୍ଲଡ୍ ଗ୍ରୁପର ଅଧିକାରୀ ଅଭିନେତା ହ୍ରିତିକ୍ ରୋଶନ୍

ମୁମ୍ବାଇ: ବଲିଉଡର ଗ୍ରୀକ୍‌ଗଡ୍ ତଥା ସୁପରଷ୍ଟାର୍ ହ୍ରିତିକ ରୋଶନ୍ । ନିକଟରେ ଏହି ଅଭିନେତା ଜଣକ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ରକ୍ତଦାନ କରିଥିଲେ । ଆପଣ ଭାବୁଥିବେ ରକ୍ତଦାନ କରିବା ନିହାତି ଏକ ପୁଣ୍ୟ କାମ । ହେଲେ ଏହି ଘଟଣାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ତେବେ ଏଠି ରକ୍ତଦାନ…

ଜଗତସିଂହପୁର ନିର୍ବାଚନୀ ହିଂସା : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ବିଜେପି ନେତା ଓ କର୍ମୀମାନେ ହିଂସାକାଣ୍ଡ କରିଛନ୍ତି । ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ବିଜେପି ହିଂସାକାଣ୍ଡ କରୁଛି ବୋଲି…

ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି। ଭଦ୍ରକ ଚାନ୍ଦବାଲି ଗୋପୀନାଥପୁର ହଳଦିଆ ବୁଥରେ ଘଟଣା ଘଟିଛି । ୧୨ ଓ ୧୩ ନମ୍ବର ବୁଥରେ ଖବର ସଂଗ୍ରହ କରୁଥିବା ସମୟରେ କିଛି ଜଣ ସାମ୍ବାଦିକଙ୍କୁ…

ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ କଲେ ଗ୍ରାମବାସୀ

ପଦ୍ମପୁର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି  ।ଦୁଇଟି ବ୍ଲକରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ରାଜବୋଡାସମ୍ବର ବ୍ଲକର ୨ ଟି ଗାଁ ଓ ଗାଇସିଲାଟ ବ୍ଲକର ଗୋଟିଏ ଗାଁ ର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ…

ଅହମ୍ମଦାବାଦ ବୋମା ବିସ୍ଫୋରଣ ମାମଲା: ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ

ଅହମ୍ମଦାବାଦ: ୧୩ ବର୍ଷ ପରେ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର କୋର୍ଟ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏକାକାଳୀନ ଏତେ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୧୧ଜଣଙ୍କୁ…

ସଚିନଙ୍କୁ କୋହଲି ଏମିତି କଣ ଉପହାର ଦେଲେ ଯେ, ତାଙ୍କ ଆଖିରୁ ଅଶ୍ରୁ ଧାର ବୋହିଗଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଏକ ଉପହାର କିପରି ତାଙ୍କ ଆଖିରୁ ଲୁହ ଝରାଇଥିଲା ତାହା କହିଛନ୍ତି । ୧୬ ନଭେମ୍ବର ୨୦୧୩ରେ ସଚିନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଡ୍ରେସିଂ ରୁମରେ…