କବିତା : ମଉଳା ମୂହୁର୍ତ୍ତ
ବଳରାମ ପୂଜାରୀ
ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ
ମୁକ୍ତ କରୁଥିଲି ମୁଁ ,
ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା
ଛାତିଏ ଛାତିଏ ବତୁରା ସ୍ମୃତି,
ଭିଡିମୋଡି ହେଉଥିଲେ, ଆଉକିଛି
ଅନନ୍ୟା ଅତିତ , ବାହୁନୁଥିଲେ
କିଛି ପ୍ରଶ୍ନିଳ ପ୍ରବାହ,
କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !!
କିଛି…