Latest Odisha News

BREAKING NEWS

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ରୋଷ ଶାଳା ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ

 ପୁରୀ: ଶ୍ରୀମନ୍ଦିର ରୋଷ ଶାଳାର ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ। ଗତ ରାତିରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷ ଶାଳାକୁ ସୁରକ୍ଷା…

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକତାଗୁଡା କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଖବର ପାଇ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ,ସଦର ଥାନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛ। ତେବେ ଘଞ୍ଚ ଜଙ୍ଗଲ…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : ମାନସ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ହତ୍ୟା ପଛରେ କାରଣ କଣ ସେନେଇ ସସପେନ୍ସ ଜାରି ରହିଛି । କ୍ରାଇମବ୍ରାଞ୍ଚ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ । ୩ ଦିନ ରିମାଣ୍ଡ ଦେଇଛନ୍ତି କୋର୍ଟ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନା,ରଞ୍ଜନ ,ନିରଞ୍ଜନ…

ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ

ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।…

କାଲିଠୁ ଆନ୍ଧ୍ରରେ ଦ୍ୱିଗୁଣିତ ହୋଇଯିବ ଜିଲ୍ଲା ସଂଖ୍ୟା; ବଦଳିଯିବ ମାନଚିତ୍ର

ହାଇଦ୍ରାବାଦ: ଆସନ୍ତା କାଲିଠୁ ଦ୍ୱିଗୁଣିତ ହୋଇଯିବ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା । ଶୁକ୍ରବାର ଠାରୁ ଆନ୍ଧ୍ରରେ ୨୬ଟି ଜିଲ୍ଲା ହୋଇଯିବ । ବର୍ତ୍ତମାନ ଆନ୍ଧପ୍ରଦେଶରେ ୧୩ଟି ଜିଲ୍ଳା ରହିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ନୂଆ ୧୩ଟି ଜିଲ୍ଲାର ଉଦଘାଟନ କରିବେ । ଜିଲ୍ଳା…

୯୦ ଦିନ ମଧ୍ୟରେ ପାକିସ୍ତାନରେ ହେବ ନିର୍ବାଚନ

ଇସଲାମବାଦ: ପାକିସ୍ତାନରେ ଆଗାମୀ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କୂଟନୀତିରେ ବିରୋଧୀମାନେ ମାତ ଖାଇଛନ୍ତି । ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ନିର୍ବାଚନ ପୁନର୍ବାର କରାଇବା ପାଇଁ ଇମ୍ରାନ…

ଯୌତୁକ ଜୁଇରେ ବଳି ପଡିଲା ବଧୂ , ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା

ସାଲେପୁର  : ଯୌତୁକ ନେଇଗଲା ଜୀବନ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶିକରି ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ପକ୍ଷ । ସାଲେପୁର ନଇଗୁଆ ଗ୍ରାମରେ ଏପରି ଅଘଟଣ ଘଟିଛି । ଏହି ଘଟଣା ଘଟିବା ପରେ ସାଲେପୁର ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।…

[ଦେଖନ୍ତୁ ଭିଡିଓ] ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ : ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ। ଏହ।ର ପ୍ରତିବାଦ କରିବା ସହିତ ରାଜରାସ୍ତାରେ ଟାୟାର ଜାଳି ବସିଛନ୍ତି ଲୋକେ । ଭଦ୍ରକରେ ଘଟିଛି ଘଟଣା। ଭଦ୍ରକ ରାନ୍ଧିଆରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବେଦାନ୍ତରେ କାର୍ଯ୍ୟରତ…

ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ସେ ବିଜେଡି ଟିକେଟ ନ ପାଇବାରୁ ୬୦ ନମ୍ବର  ୱାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରି ନଥିଲା। ବର୍ତ୍ତମାନ ସେ ଭୁବନେଶ୍ୱର…