Latest Odisha News

BREAKING NEWS

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୮ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୮  ଏଥର ଫୁଲ୍ ପ୍ଳିଜେଣ୍ଟ୍ ଟାଇମ୍ କଟିଲା । ଠିକ୍ ନା ବିଭୁ? ଇଏସ୍ ଆଲିଆ । ଇଟ୍ ୱାଜ ଏ ମେମୋରିବଲ୍ ଟାଇମ୍ ଫର୍‌ ଅସ୍ । ଏ ଦିନ ମାନଙ୍କରେ ବୈଭବ କୌଣସି କଥା ମୁଣ୍ଡକୁ ନେଇନାହିଁ । ଡ଼୍ରିଙ୍କସ୍ ଓ…

ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ୍ ଦେଲା ଇସ୍ତଫା

କଲୋମ୍ବୋ: ସବୁଠୁ ବଡ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।…

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା  ଦୂର ଆକାଶର ଚନ୍ଦ୍ରମା ତୁମେ ଯେ ମୁଁ ଅପହଞ୍ଚ ଇଲାକାର ତାରା କେଉଁଠି ହଜିଲ ବନ୍ଧୁ ? ମୋ ଆଖି ଭିଜେ ରାତିସାରା । ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର ଛାତିରେ ସଜାଥିବା ଅନେକ କଥା ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ। ଭୁଲିଗଲି ଆଜି ମୁଁ ତୁମ ଅତୀତର…

ଦେଶରେ କମୁଛି ବେକାରି, ଏହି ଦୁଇ ରାଜ୍ୟରେ ସବୁଠୁ କମ୍ ଲୋକ ବେରୋଜଗାର

ନୂଆଦିଲ୍ଲୀ: ଦେଶରେ କମୁଛି ବେକାରି । କୋଭିଡ ମହାମାରୀ ଦୁର୍ବଳ ହେବା ପରେ ଦେଶର ଅର୍ଥନୀତିର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ବେକାରି ହାର ମଧ୍ୟ ହ୍ରାସ ପାଉଛି। ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଯୋଗମାୟା ସ୍ୱରୂପ ନୀଳସରସ୍ବତୀ (ବେଦଜ୍ଞାନ ଦାୟିନୀ )ଯାହାଙ୍କୁ ଆମେ ମା ଉଗ୍ରତାରା ରୂପେ ବର୍ତମାନ ବିବେଚନା କରୁଛେ ; ତାଙ୍କର ଉପସ୍ଥିତି ଶ୍ରୀମନ୍ଦିରରେ ବା…

ଭାଷା ଭାଗବତ : ଦେହ ଆମର ଶବ୍ଦଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୫  ଦେହରେ ବହୁ ଶବ୍ଦ ଅଛି ତହିଁରୁ କେତେଗୋଟି ବାଛି ବର୍ଣରେ ସ୍ବରଯୋଗ ଜ୍ଞାନ ପିଲାଂକୁ କରିବା ଅର୍ପଣ ନଖ ଓଠ ଓ ଚମ ଲେଖ ମାତ୍ରା ନୁହଇ ଆବଶ୍ଯକ ଏପରି ଅବନା ଅକ୍ଷର ଶିଶୁ ଲେଖିବା ଶିଖୁ ଶୀଘ୍ର ହାତ ପାଦ ଓ କାନ…

ରେଭ୍ ପାର୍ଟିରେ ରେଡ୍: ଭିଭିଆଇପି, ଅଭିନେତା ଏବଂ ରାଜନେତାଙ୍କ ପରିବାର ଲୋକେ ଅଟକ

ହାଇଦ୍ରାବାଦ: ମୁମ୍ବାଇ ଡ୍ରଗ୍ସ ପାର୍ଟି ଖବର ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ରବିବାର ହାଇଦ୍ରାବାଦ ପୋଲିସର ଟାସ୍କଫୋର୍ସ ଟିମ୍ ବନଜାରା ହିଲରେ ଥିବା ଏକ ପଞ୍ଚ ତାରକା ହୋଟେଲର ଏକ ପବରେ ରେଭ୍ ପାର୍ଟି ଚାଲିଥିବା ବେଳେ ଅଚାନକ ରେଡ୍ କରିଛି। ଏହି ପାର୍ଟିରେ ଭିଭିଆଇପିଙ୍କ ପୁଅ…

ବିପ୍ଲବର ବୀଜମନ୍ତ୍ର : ବିନା ଗୁଳିର ଗଣତନ୍ତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଧର୍ମରୁ ସଂସ୍କୃତି ଓ ରାଜନୀତି ପର୍ଯ୍ୟନ୍ତ ସାରାପୃଥିବୀରେ ବିଭିନ୍ନ ବିପ୍ଲବର କଥା ଇତିହାସ କହିଆସିଛି । ଆଜି ବି ବିପ୍ଲବର କଥା କୁହାଯାଉଛି ପୋଷ୍ଟର୍‌ରେ, ପ୍ଲାକାର୍ଡ୍‌ରେ, ସ୍ଲୋଗାନ୍‌ରେ, ଭାଷଣବାଜିରେ , ସଭାରେ, ସଙ୍ଗଠନରେ,…

ଇମ୍ରାନ ଖାନ ଆଉ ପାକିସ୍ତାନର ‘କ୍ୟାପଟେନ’ ନୁହଁନ୍ତି, ଏବେ ସରକାର କାହା ହାତରେ?

ଇସଲାମାବାଦ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ…