Latest Odisha News

BREAKING NEWS

ଟ୍ରଫିକ୍ ସମସ୍ୟା ପାଇଁ ହେଉଛି ୩ ପ୍ରତିଶତ ଛାଡ଼ପତ୍ର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ: ମୁମ୍ବାଇ ସହରରେ ଟ୍ରାଫିକ୍ ସମସ୍ୟା କାରଣରୁ ୩ ପ୍ରତିଶତ ଦମ୍ପତ୍ତିଙ୍କର ଛାଡ଼ପତ୍ର ହେଉଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନୀ ଅମୃତା ଫଡ଼ନାଭିଜ । '3 per cent divorces in Mumbai take place due to…

ଓଡ଼ିଶା ପୁଣି ପଡ଼ିଶା: ଗଞ୍ଜେଇପଦରରେ ବାଣ୍ଟଲା ପଟ୍ଟା

କୋରାପୁଟ: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଜଣାଯାଇଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବା ପାଇଁ ପଡ଼ିଶା ରାଜ୍ୟ ପୁଣି ଆରମ୍ଭ କରିଛି ପ୍ରୟାସ । କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର…

ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯାଇଛି । ପରମ୍ପରା…

ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା, ହେବନି ଅପେରା, ଖୋଲିବି ଦୋକାନ

ଭୁବନେଶ୍ୱର: ବିନା ଲୋକରେ ବିନା ଅପେରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିରରେ ନୀତିକାନ୍ତି ହେବ । ଏହା ସହିତ ମେଳାରେ କୌଣସି ଦୋକାନ ମଧ୍ୟ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । କରୋନା କାରଣରୁ ଗତ କିଛି ବର୍ଷ ହେଲା ଖଣ୍ଡଗିରି…

[ଭିଡିଓ] ଭୁବନେଶ୍ୱର ସାଲିଆ ସାହିରେ ହାଣ୍ଡିଆ ହାଣ୍ଡି ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସାଲିଆ ସାହିରେ କମିଶନରେଟ୍ ପୋଲିସ ଚଢାଉ କରି ହାଣ୍ଡିଆ ହାଣ୍ଡି ଭାଙ୍ଗିଛି । ହଜାର ହଜାର ଲିଟର ଦେଶୀ ମଦ ପଷ୍ଟ କରିବା ସହ ହାଣ୍ଡିଆକୁ ମଧ୍ୟ ନଷ୍ଟ କରିଛି କମିଶନରେଟ୍ ପୋଲିସ । ଏହି ଚଢାଉରେ ସାମିଲ ଥିଲେ ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ପୋଲିସ ସମେତ ୩…

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, କମୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ କମିଲା କରୋନା ସଂକ୍ରମଣ । ଆଜି ସଂକ୍ରମଣ ସଂଖ୍ୟ ତଳକୁ ଖସିଥିବା ଦେଖିବାକୁ ମିଳିଛି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୭୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ…

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।…

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ : ନାସା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)ର କାର୍ଯ୍ୟକାଳ ୨୦୩୦ ଶେଷ ଭାଗରେ ସମାପ୍ତ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି । ୨୦୩୧ ଏହାକୁ ନଷ୍ଟ କରି ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ । ପୃଥିବୀ ପୃଷ୍ଠରୁ ୪୨୦ କିଲୋମିଟର ଉଚ୍ଚତାରେ ଥିବା ଫୁଟବଲ ପଡିଆ ପରି ଏହି ସ୍ପେଶ ଷେ୍‌ଟସନ…

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାୟାବୀ’ର ଶୁଭ ମହୁରତ

ପୁରୀ : ନୂତନ ଓଡ଼ିଆ ଚଳଚ୍ଚିତ୍ର ମାୟାବୀର ଶୁଭ ମହୁରତ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ମଙ୍ଗୁ ମଠ ପରିସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ମହୁରତ କରିଥିଲେ । ପୁରୀ ପୁଅ ତଥା ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ର ସମେତ ଚକ୍ଷୁବନ୍ଧନ…