Latest Odisha News

BREAKING NEWS

ଭାଷା ଭାଗବତ : ଲିପିରେ ଅନେକ ଶୂନ୍‌

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୦  ଠ ଚ ଟ ଗ ର ଋ ଛ ଖ ଝ ଶ ଣ ଥ ଣ୍ଟ ଣ୍ଠ ଷ୍ଟ ଷ୍ଠ ନ୍ଥ ଶ୍ଛ ସ୍ଥ ଇ ଈ ଚ୍ଚ ଚ୍ଛ ଟ୍ଟ ଙ ଫ ୧ ୨ ୩ ୪ ୫ ୭ ୦ ଏହା ଆମ ଲିପିର ଗୁଣ ରହିଛି ସର୍ବାଧିକ ଶୂନ୍ୟ ଅ-ଶୂନ୍ୟ ଖୁବ୍‌ କମ୍‌ ଲେଖା ଦିଏ ଏହି ଲିପିରେ ଦେଖା ବୃତ୍ତ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୩ ଆଜି ବୋଧହୁଏ ସାରା ରାତି ନିଦ ହବନି କୁମାରକୁ । ଅଜବ ଭାବନାରେ ଘାଣ୍ଟି ହେଉଛି । ଆରାଧ୍ୟାକୁ ଖୁସି ଦେଖି ସେ, ଖୁବ୍‌ ଖୁସି । କିନ୍ତୁ କ'ଣ ଗୋଟେ ମନ୍ଥିଚକଟି ହେଉଛି ତା’ ଅନ୍ତରରେ । ଏଠାକୁ ଆରାଧ୍ୟାକୁ…

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଚତୁର୍ଥ ଭାଗ’ କବି ଭୀମ ଭୋଇଙ୍କ ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ , କେତେମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ କବି ସମ୍ପର୍କିତ ସେ ପ୍ରସଙ୍ଗରେ ସ୍ଵତଃ ପ୍ରବୃତ୍ତ ଭାବରେ ଆଲୋଚନା ହୁଏ। କବିବର ରାଧାନାଥ ରାୟ ଓ କବି ଭୀମ ଭୋଇଙ୍କ…

ଇନ୍‍ଟାକ ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ ହେରିଟେଜ (ଇନ୍‍ଟାକ୍‍)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ , ଧଉଳିସ୍ଥିତ ଧଉଳି ଉଦ୍ୟାନରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଇନ୍‍ଟାକର ରାଜ୍ୟ ଆବାହକ ଅମୀୟ ଭୂଷଣ…

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ତ୍ରିଧାରା' ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ 'ଗୁରୁ ଦେବପ୍ରସାଦ ପୁରସ୍କାର' ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ…

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…

ବ୍ରିଟେନ ସରକାର ଜବତ କଲେ ରୁଷ କୋଟିପତିଙ୍କ ସୁପରୟାଟ

ଲଣ୍ଡନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ୟୁରୋପୀୟ ଦେଶଗୁଡିକ ବିଭିନ୍ନ କଟକଣା ଲଗାଇଛନ୍ତି । ମଙ୍ଗଳବାର ରୁଷର ଜନୈକ ବିତଶାଳୀଙ୍କ ସୁପରୟାଟକୁ ବ୍ରିଟେନ ସରକାର ଜବତ କରିଛି । ଫାଇ ନାମକ ଏହି ୟାଟର ମୂଲ୍ୟ ୩୭୭ କୋଟି ଟଙ୍କା ହେବ । ଏହାର ମାଲିକଙ୍କ ନାମ ଘୋଷଣା କରାଯାଇ ନାହିଁ ।…

ପୁତିନ ସେନା ବିରୋଧରେ ଲଢ଼େଇ ପାଇଁ ଟେନିସ ଛାଡି ବନ୍ଧୁକ ଧରିଲେ ଷ୍ଟାକୋଭିସ୍କି

କୀଭ:ରୁଷ ଓ ୟୁକ୍ରେନ ଯୁଦ୍ଧ ୩୪ ଦିନରେ ପଂହଚିଲାଣି । ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହେବା ପରେ ଶାନ୍ତିର ଆଶା ଉଜ୍ଜୀବୀତ ହୋଇଛି । ତେବେ ୟୁକ୍ରେନର ଷ୍ଟାର ଟେନିସ ଖେଳାଳି ସର୍ଗେଇ ଷ୍ଟାକୋଭିସ୍କ ଟେନିସ ରାକେଟ ଛାଡି ଦେଶ ପାଇଁ ବନ୍ଧୁକ ଉଠାଇଛନ୍ତି । ରାଜଧାନୀ କୀଭରେ ତାଙ୍କୁ ବନ୍ଧୁକ…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…