ଓସ୍କାରର ଚାପୁଡା କାଣ୍ଡ ପରେ କ୍ଷମା ମାଗିଲେ ୱିଲ ସ୍ମିଥ
ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସ୍ମିଥ ଏ ଭଳି ପ୍ରତିକ୍ରିୟା ବ୍ୟକ୍ତ କରିବା ବ୍ୟକ୍ତି ନୁହନ୍ତି । ଏହି ଘଟଣା ପରେ ସ୍ମିଥ ସୋସିଆଲ ସାଇଟରେ ଆୟୋଜକ, ପ୍ରଶଂସକଙ୍କ ସମେତ ଅନ୍ୟମାନଙ୍କ ନିକଟରେ…