Latest Odisha News

BREAKING NEWS

ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ଆକ୍ରାନ୍ତ, ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରୁ ହାରାହାରି ୩୩ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିସିୟୋର୍ ଷ୍ଟଡି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟରେ ଓମିସିୟୋର କିଟର ହାରାହାରି ୩୧ହଜାର ୬୬୬ ଜଣଙ୍କର ସାମ୍ପୁଲ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ଶହ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା ।…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଲାଲବାହିନୀକୁ ଝଟକା: ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା

ମାଲକାନଗିରି: ଲାଲବାହିନୀକୁ ଶକ୍ତ ଝଟକା । ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା । ସଂଗଠନରେ ପୂର୍ବ ଭଳି ନୀତି ଓ ଆଦର୍ଶ ନଥିବା ବେଳେ ତେଲେଗୁ ମାଓନେତାମାନେ ଛତିଶଗଡ଼ କ୍ୟାଡେରଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍…

ପରଲୋକରେ ମୋହନାର ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବ

ବ୍ରହ୍ମପୁର: ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇ ଯାଇଛି । ଗତକାଲି ରାତି ୧୧ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ୧୯୭୪ରୁ ମୋହନା ନିର୍ବାଚନ…

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।…

ଆଜିଠୁ ରାଜ୍ୟରେ ବର୍ଷା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଏହାର ପ୍ରଭାବରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ…

ଟିମ୍ ଇଣ୍ଡିଆର ୪ କ୍ରିକେଟରଙ୍କୁ କରୋନା, ଟିମରେ ମୟଙ୍କ ଅଗ୍ରଓ୍ୱାଲ୍ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ପଶିଲା କରୋନା । ଭାରତୀୟ କ୍ରିକେଟ ଦଳର ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଶିଖର ଧୱନ, ଋତୁରାଜ ଗାଏକୱାଡ୍‌, ଶ୍ରେୟସ ଆୟର ଓ ନବଦୀପ ସାଇନି କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ…

୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତ, ଟ୍ରଫି ପାଇଁ ଇଂଲଣ୍ଡ ସହ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାରେ ଭାରତ । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ରନରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି । ଏଥିସହ କ୍ରମାଗତ ଚତୁର୍ଥ ଥର ବିଶ୍ୱକପ୍ ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତ । ଆସନ୍ତା ୫ ତାରିଖରେ ଟାଇଟଲ୍ ପାଇଁ…

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୯୭୩୪କୋଟି, ରାଜ୍ୟର ଦାବି ଥିଲା ୭୬୦୦ କୋଟି

ନୂଆଦିଲ୍ଲୀ: ରେଳ ବଜେଟରେ ଏଥର ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିଛି । ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ୍ ୯ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ରେଳବାଇ କ୍ଷେତ୍ରରେ ପୂର୍ବରୁ ଏତେ ପରିମାଣର ଅନୁଦାନ କେବେ ମିଳି ନଥିଲା । ଯାହାକି ରେକର୍ଡ ଅନୁଦାନ ବୋଲି କୁହାଯାଉଛି । ଗତ…