Latest Odisha News

BREAKING NEWS

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

[ଭିଡ଼ିଓ] ରାଧାକୃଷ୍ଣ ମନ୍ଦିରରୁ ମୁକୁଳିଲା ବନ୍ଦୀ ମୟୂର

କଟକ: ମୁକୁଳିଲା ବନ୍ଦୀ ମୟୂର । ଏକ ରାଧାକୃଷ୍ଣ ମନ୍ଦିରରୁ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିଥିବା ମୟୂର ଏବେ ବନ୍ଦୀରୁ ମୁକୁଳିଛି । କଟକ ପିଠାପୁର ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିରରେ ବଡ଼ ପଞ୍ଜୁରୀରେ ବନ୍ଦୀ କରି ରଖାଯାଇଥିଲା । ଖବର ପାଇ ଡିଏଫଓଙ୍କ ସମେତ ରେଞ୍ଜ ଅଫିସର ଓ ଫରେଷ୍ଟ ଗାର୍ଡ…

ରାଜନୀତି ମଇଦାନରେ ରିକ୍ସା ଚାଳକ ସନାତନ ଦାସ

ବାଲେଶ୍ୱର: ପେଶା ହେଉଛି ରିକ୍ସା ଚଳାଇବା ଆଉ ନିଶା ପାଲଟିଛି ରାଜନୀତି । ରାଜନୀତି ମୈଦାନ ଏବେ ଚଳଚଞ୍ଚଳ ହୋଇଉଠିଛି । ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ତେବେ ଏମିତି କିଛି ନିଆରା ପ୍ରାର୍ଥୀଙ୍କୁ ରାଜନୀତି ରଣାଙ୍ଗାନରେ ଦେଖିବାକୁ ମିଳିଛି। ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁର…

ମାର୍ଚ୍ଚ ୧୧ରେ ରିଲିଜ୍ ହେବ ‘ରାଧେ ଶ୍ୟାମ’

ମୁ୍ମ୍ବାଇ: ‘ରାଧେ ଶ୍ୟାମ’ ଫିଲ୍ମ ରିଲିଜ ଚିନ୍ତାକୁ ନେଇ ହଟିଲା ଦ୍ୱନ୍ଦ । ସୁପରଷ୍ଟାର ପ୍ରଭାସ ଓ ବଳିଉଡ ଅଭିନେତୀ ପୂଜାଙ୍କ ଏହି ଅଭିନୀତ ଫିଲ୍ମଟି ଜାନୁଆର ୧୪ରେ ରିଲିଜ ହେବାର ଥିଲା । କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ…

ଜାତୀୟ ସଙ୍ଗୀତ ଅବମାନନା ମାମଲା: ମମତା ବାନାର୍ଜୀଙ୍କୁ ସମନ, ମାର୍ଚ୍ଚ ୨ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତା ଅବମାନନା ମାମଲାରେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୁମ୍ବାଇ କୋର୍ଟ ସମନ ଜାରୀ କରିଛି । ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ଏକ ସାଧାରଣ ସମାରୋହରେ ଯୋଗ ଦେବାକୁ…

ବ୍ୟାଙ୍କରୁ ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି

କୋରାପୁଟ :ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଆଇଆଇସି ନିଲମ୍ବିତ ହୋଇଛନ୍ତି । କୋରାପୁଟ ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଲକ୍ଷ୍ମୀପୁର ବ୍ୟାଙ୍କ ଲକରରୁ  ସୁନା ଚୋରି ଘଟଣାରେ ତାଙ୍କର ହାତ ଥିବା…

ୱିଂଟର ଅଲମ୍ପିକ୍ସ: ଭାରତକୁ ଝଟକା, ଟିମ ମ୍ୟାନେଜରଙ୍କ କୋଭିଡ ରିପୋର୍ଟ ପଜିଟିଭ

ବେଜିଂ: ଶୀତାକାଳୀନ ଅଲିମ୍ପିକ୍ସ ଆଉ ୨ ଦିନ ବାକିଥିବା ବେଳେ ଏଠାରେ ପଂହଚିଥିବା ଭାରତୀୟ ଟିମର ମ୍ୟାନେଜର ଆବାସ ଭାନିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ବେଜିଂରେ ଭାରତୀୟ ଟିମ ପଂହଚିବା ପରେ ନିୟମ ମୁତାବକ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଭାନିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ…

ଆଜି କରୋନାରୁ ସୁସ୍ଥ ହେଲେ ୬୦୬୭ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୬ହଜାର ୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୬ ଜଣ ଅଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ହଜାର ୩୮୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍…

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବିହାର…

ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଲା କେତେ ?

ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେତେ ମିଳିଛି ତାର ସୂଚନା ମିଳିଛି । ଓଡ଼ିଶାକୁ କେତେ ମିଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳପଥ ପାଇଁ ୨୩୬.୧୧ କୋଟି ବ୍ୟୟବରାଦ ହୋଇଛି । ଅନୁଗୁଳ…