Latest Odisha News

BREAKING NEWS

ବିଧାନସଭାର ବଜେଟ୍ ଅଧିବେଶନ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ

ଭୁବନେଶ୍ୱର:  ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ  । ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର…

[ଭିଡିଓ] ନିଆଁର ଆଁରେ ମୁକ୍ତାପଶି ପଶ୍ଚିମାଞ୍ଚଳ ବନାଞ୍ଚଳ , ଜଳୁଛି ଶହ ଶହ ଏକର ସଂରକ୍ଷିତ ଜଙ୍ଗଲ

କାମାକ୍ଷାନଗର : ଜଳୁଛି ଶହ ଶହ ଏକର ଜଙ୍ଗଲ । ନିଆଁ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଶିଆରିମାଳିଆ ଗାଁ ପାଖରେ ଥିବା ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛିା ଜଙ୍ଗଲରେ ନିଆଁ ଲାଗି ଯିବା ଯୋଗୁଁ ଶାଳ ,…

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ସମ୍ବଲପୁର  : ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ୮ ବର୍ଷର ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା ଯୁବକ । ଏହା ପରେ…

ବୀରଭୂମି ହିଂସା: ମମତାଙ୍କୁ ଝଟକା, ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭…

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ…

ପୌର ନିର୍ବାଚନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ବାହାରିବ ରେଜେଲ୍ଟ

ଭୁବନେଶ୍ୱର : ସରିଲା ଭୋଟ ।ଏବେ ଅପେକ୍ଷା ରେଜେଲ୍ଟକୁ । ପୌର ନିର୍ବାଚନ ପାଇଁ ରାଜ୍ୟବାସୀ ରାୟ ଦେଇସାରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କଡା ସୁରକ୍ଷା ବଳୟ ଭିତରେ ଏବେ ବନ୍ଦ ହୋଇ ରହିଛି ୬ହଜାର ୪୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟର ମାନେ ମେୟର ଓ…

ବିବେକଙ୍କ ବିବାଦୀୟ ବୟାନ: ଭୋପାଳୀ ମାନେ ହୋମୋସେକ୍ସୁଆଲ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏକ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି ମୁଁ ଭୋପାଳରେ ଛୋଟରୁ ବଡ ହୋଇଛି, କିନ୍ତୁ ଭୋପାଳୀ…

ରୁଷକୁ ଜି୨୦ ଗ୍ରୁପରୁ ବାହାର କରିବା ପାଇଁ କହିଲେ ବାଇଡେନ

ବ୍ରୁସେଲ୍ସ: ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ରୁଷକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ ଉପରେ ରୁଷ ଅକଥନୀୟ ଅତ୍ୟାଚାର କରୁଥିବାରୁ ବିକାଶଶୀଳ ଦେଶଙ୍କ ଜି୨୦ ଗ୍ରୁପରୁ ବାହାର କରିଦେବା ପାଇଁ ବାଇଡେନ କହିଥିଲେ । ଏହା ଦ୍ୱାରା ରୁଷର ଆର୍ଥୀକ ଅବସ୍ଥା…

[ଦେଖନ୍ତୁ ଭିଡିଓ] ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ୍ ସମୟରେ ଭିସି ଜରିଆରେ ସମ୍ବୋଧନ କରୁଥିଲେ । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ…

ଜାଗା ବଦଳାଉଛନ୍ତି ଶର୍ମିଷ୍ଠା ରାଉତ : ଆଶ୍ରମ ଭିତରୁ ଡାଏରୀ ଜବତ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ…