ଧାରାବାହିକ ଉପନ୍ୟାସ : ଚୋରାବାଲି (୪୦)
ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଭାଗ ୪୦
ଆରାଧ୍ୟାକୁ କ'ଣ ମାଲୁମ୍ ତା’ ପାଖରେ କିଏ? ଯାହାକୁ ଖୋଜୁଛି, ଯାହା ସାନିଧ୍ୟ ପାଇଁ ବିକଳ ହେଉଛି, ସେ ବୈଭବ ନୁହେଁ, କୁମାର । ସେ କ'ଣ କରିବ? ଯନ୍ତ୍ରଣାରେ ଝାଉଁଳି ପଡୁଥିବା ତରୁଣୀଟିକୁ ଦୁଇ ବାହୁରେ ତୋଳିଧରିବ? ନିଦ୍ୱର୍ନ୍ଦରେ…