ଜେଲେଁସ୍କିଙ୍କୁ ମିଳିବ ନୋବେଲ ପୁରସ୍କାର !
କୀଭ: ରୁଷିଆ ବିରୋଧରେ ଲଢ଼ୁଥିବା ୟୁକ୍ରେନ ଏବଂ ଏହାର ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଓ ପ୍ରଶଂସନୀୟ ହୋଇ ପଡିଛନ୍ତି । ରିପୋର୍ଟ ମୁତାବକ ୟୁରୋପର କେତେକ ବଡ ନେତା ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବୀ କରିଛନ୍ତି । ଏଥିପାଇଁ ଏହାର ଚୂଡାନ୍ତ…