Latest Odisha News

BREAKING NEWS

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ…

କାର-ବାଇକ୍ ମୁହାଁମୁହିଁ, ଜଣେ ମୃତ

ସୋନପୁର: ଶୁକ୍ରବାର ରାତି ୮.୩୦ ମିନିଟ୍ ସମୟରେ ବିନିକା-ରାମପୁର ରାସ୍ତା ରାଜପାଲି ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଇଥିଲା । ଘଟଣାରୁ ପ୍ରକାଶ ଯେ, ବିନିକା ପଟରୁ ଏକ ବାଇକ ଯୋଗେ ଜଣେ ଯାଉଥିବା ବେଳେ ଵିଶାଲପାଲି ପଟରୁ…

୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ ଚ୍ୟାନେଲ । ଦେଶ ବିରୋଧରେ ବିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ କରିବାରୁ ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ୨ଟି ଟ୍ୱିଟର, ୨ଟି…

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ

ମୁମ୍ବାଇ : ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ହାସଲ କରିଛି ରେକର୍ଡ ଲାଭ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ତିନି ମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି । କମ୍ପାନୀ ଏପର୍ଯ୍ୟନ୍ତ ସର୍ବାଧିକ…

ଭାରତରେ ପ୍ରଥମଥର ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜରେ ସଫଳହେଲା ଅହିରାଜର ଚିକିତ୍ସା

ଭୁବନେଶ୍ୱର: ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ଏକ ବିରାଟ ଅହିରାଜ ସାପ ପଶିଯାଇଥିଲା । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣା ସ୍ଥଳରେ ପହଁଚି ସାପ ଟିକୁ ଉଦ୍ଧାର…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହୋଇଛନ୍ତି ଅଧିକ

ଭୁବନେଶ୍ୱର: କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ ରାଜ୍ୟ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଆଜି ୯,୮୩୩ ଜଣ କରୋନାରେ…

ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ବଂଶବାଦ ରାଜନୀତି

ଭୁବନେଶ୍ୱର: ଏଥର ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବଂଶବାଦ ରାଜନୀତି । ନିର୍ବାଚନୀ ମଇଦାନରେ ଏଥର ରାଜା ଲଢିବେ, ପ୍ରଜା ବି ଲଢିବେ । କେବଳ ସେତିକି ନୁହେଁ ଫ୍ୟାମିଲି ଫାଇଟର ମଧ୍ୟ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ । ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ ପରିବାର ଏକମାତ୍ର ରାଜକୁମାରୀ ତଥା…

[ଭିଡ଼ିଓ] ମାଣିକେଶ୍ୱରୀ ଓ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୃର୍ବୁତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିନେଇଥିବା ବେଳେ ମନ୍ଦିରରେ ଥିବା ଅଳଙ୍କାର ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି । ଆଜି ମନ୍ଦିର ପୂଜକ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଶକ୍ତ ଝଟକା, ଇସ୍ତଫା ଦେଲେ ବହୁ ନେତା

ଭଦ୍ରକ : ପଞ୍ଚାୟତ ନିର୍ବଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟକା । ଆଜି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ, ଦଳ ଛାଡିଛନ୍ତି ନେତା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନେକ ନେତା । ଇସ୍ତଫା ଦେଇଥିବା ବିଜେପି ନେତାଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୩ ଥର ସଭାପତି,…