Latest Odisha News

BREAKING NEWS

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର…

[ଭିଡ଼ିଓ] ଢିଙ୍କିଆ ଗସ୍ତରେ ୧୩ ରାଜନୈତିକ ଦଳର ପ୍ରତିନିଧି, ପୁଲିସ ହଟାଇବାକୁ ଦାବି

ଜଗତସିଂହପୁର: ଜଗତସିଂହପୁର ଏରସମା ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଜମିଅଧିଗ୍ରହଣ ସମୟରେ ନିରୀହ ଜନତା ଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରାଯାଇଛି । ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବା ଆଦି ଦାବି ନେଇ ୧୩ ଗୋଟି ରାଜନୈତିକ ଦଳର ପ୍ରତିନିଧି…

ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ମାଆ ହେଲେ ପ୍ରିୟଙ୍କା ଚୋପ୍ରା । ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ସରୋଗେସୀ ଜରିଆରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ନିଜ ଘରକୁ ନୂଆ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି । ମାଆ ହେବା ଖୁସି ଖବର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୭ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଅନୁଗୁଳରୁ ସର୍ବାଧିକ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । Details of cases confirmed as death due to Covid-19, after due…

ପଞ୍ଚାୟତ ନିର୍ବାଚନ: ୨ଲକ୍ଷରୁ ଅଧିକ ପ୍ରାର୍ଥିପତ୍ର ଦାଖଲ, ଆଜି ନାମାଙ୍କନ ଯାଞ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ୨ଲକ୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମନୋନୟନପତ୍ରର ଯାଞ୍ଚ କରାଯିବ । ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗତକାଲି…

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।…

ଓଭରବ୍ରିଜ୍ ଉପରୁ ତଳକୁ ଖସିଲା କାର, ଛାତି ଥରାଇଲା ଭଳି ଦୁର୍ଘଟଣା

ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରକୁ ତଳକୁ ଖସିପଡ଼ିଲା କାର୍ । ଏଥିରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଗାଡ଼ିଟି ଭାଙ୍ଗି ଚୁରମାର । ଭୁବନେଶ୍ୱର ପୁନାମା ଗେଟ୍ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ଆଜି ଭୋରରେ ଏଭଳି ଦୁର୍ଘଟଣା ଘଟିଛି । ଆଜି ଭୋର୍ ପାଖାପାଖି 4ଟା…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳି ଦେଲେ ଠିକା କମ୍ପାନୀର ଗାଡ଼ି

ରାୟଗଡ଼ା: ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ହିଂସାକାଣ୍ଡ କରିଛନ୍ତି ମାଓବାଦୀ । ବୁଡାଗୁଡା ଗ୍ରାମରେ ଥିବା ଝଠଝଗଉ ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ଥିବା ଗୋଟିଏ ଟ୍ରଲି ଓ…

ଓଡ଼ିଶାରେ ଖସୁୁଛି କରୋନା ଗ୍ରାଫ୍: ଆଜି ୮୮୪୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ଖସୁଛି । ଆଜି ୯ ହଜାର ତକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୧୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୧୭ । ୧୮ ବର୍ଷ…

ସମିତି ସଭ୍ୟା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ: ୩ ଥର ବିଧାୟିକା । ୨ ଥର ମନ୍ତ୍ରୀ । ଏବେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଯାହାକୁ ନେଇ ଏବେ ଢେଙ୍କାନାଳ ସହ ରାଜ୍ୟରେ ବି ଚର୍ଚ୍ଚା । ଗତକାଲି ଶେଷ ଦିନରେ ଅଞ୍ଜଳୀ ବେହେରା ଢେଙ୍କାନାଳ ଜିଲ୍ଲା…