ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଧାନ ଗଦାରେ ଲଗାଇଦେଲେ ନିଆଁ
କଟକ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ତୁମୁଳ କାଣ୍ଡ । ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । କଟକ ତିଗିରିଆ ବ୍ଲକ ଅଚଳ କୋଟ ଗାଁ ରେ ଏପରି ଘଟଣା ଘଟିଛିା ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ…