Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ବ୍ରିଟେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ ଆସନ୍ତା ସପ୍ତାହରୁ ଆଉ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ । ଅର୍ଥାତ୍ ମାସ୍କ ପିନ୍ଧିବା ବାଧ୍ୟତାମଳକ ହେବନି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କୋଭିଡ୍ ଗାଇଡଲାଇନରେ କୋହଳ ଘୋଷଣା କରିଛନ୍ତି । କାରଣ ଓମିକ୍ରନ୍ ଲହର ବ୍ରିଟେନରେ ଶେଷ ସ୍ତରରେ ପହଞ୍ଚି ସାରିଛି ।…

ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ! ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟକୁ ବର୍ଷା ହେବ । ୨୧,୨୨ ଓ ୨୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆଜି ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ କିଛି ଦିନ ହେଲା ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ି…

ରିଲାଏନ୍ସ ଜିଓ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଟଙ୍କା…

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା…

ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ…

ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପିପିଲି ନିର୍ବାଚନମଣ୍ଡଳୀର ବହୁ ନେତୃବୃନ୍ଦ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ତଥା ଦାଣ୍ଡମୁକୁନ୍ଦପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ସତ୍ୟବାଦୀ ମିଶ୍ର, ପମସରା ଗ୍ରାମ ପଂଚାୟତ ସମିତି ସଭ୍ୟ ତଥା ଯୁବ ବିଜେଡି ନେତା ସରୋଜ…

ଆଜି ରାଜ୍ୟରୁ କରୋନାରୁ ୬୭୮୫ ଜଣ ସୁସ୍ଥ, ଭୁବନେଶ୍ୱରରୁ ୧୪୧୪ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୬୭୮୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୦…

ଆଇସିସି ପକ୍ଷରୁ ୨୦୨୧ ଶ୍ରେଷ୍ଠ ଟିମ ଘୋଷିତ: ମହିଳା ଦଳରେ ଭାରତର କେବଳ ସ୍ମୃତିଙ୍କୁ ସୁଯୋଗ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୧ର ଶ୍ରେଷ୍ଠ ଟି୨୦ ଟିମର ଘୋଷଣା କରିଛି । ପୁରୁଷ ବିଭାଗରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥବା ବେଳେ ମହିଳାରେ କେବଳ ସ୍ମୃତି ମାନ୍ଧାନାଙ୍କୁ ସୁଯୋଗ ମିଳିଛି । ପାକିସ୍ତାନ ଏବଂ ଇଂଲଣ୍ଡ ଖେଳାଳିଙ୍କ ପ୍ରାଧାନ୍ୟ ଏହି ଟିମଗୁଡିକରେ…

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଲୋକଙ୍କ ସହମତି, ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ ପାନବରଜ ମାପଚୁପ

ପାରାଦୀପ: ଦୀର୍ଘ ବର୍ଷଧରି ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବିରୋଧ କରିଆସୁଥିବା ଢିଙ୍କିଆବାସୀ ଆଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରିଛନ୍ତି । ଢିଙ୍କିଆ ଗ୍ରାମବାସୀଙ୍କ ସହମତିରେ ଆଜି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିଲା । ଆଜି ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ…

ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ସମ୍ବଲପୁର: ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା  । ହତ୍ୟା ସେ ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ  ବରଂ ଥାନା ସାମ୍ନାରେ । ଅଭିଯୋଗ କରିବାକୁ ଆସୁଥିଲେ ମହିଳା, ତେବେ ସେହି ଥାନା ସାମ୍ନାରେ ହିଁ ଅଭିଯୁକ୍ତ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର । ଏମିତି ଚାଞ୍ଚଲ୍ୟକର ଘଟଣା…

କରୋନା ପ୍ରଭାବ:୨୦ ମାସରେ ୫୬୭ କୋଟି ଟଙ୍କାର ବିକ୍ରି ହୋଇଛି ଡୋଲୋ ୬୫୦

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ମଧ୍ୟରେ ଭରପୂର ଫାଇଦା ଉଠାଇଛି ଡୋଲୋ ୬୫୦ ମେଡିସିନ । ଜ୍ୱର ଓ ଦେହମୁଣ୍ଡ ଦରଜ ଭଲ କରୁଥିବା ଏହି ମେଡିସିନକୁ ଲୋକମାନେ ଆଖିମୁଜି କିଣିଛନ୍ତି । ଏକ ରିପୋର୍ଟ ମୁତାବକ ୨୦୨୦ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୦ ମାସରେ ୫୬୭ କୋଟି ଟଙ୍କାର ଏହି ଔଷଧ ବିକ୍ରି…