Latest Odisha News

BREAKING NEWS

ଯୁଦ୍ଧରେ ୟୁକ୍ରେନରେ ଗଲାଣି ୨୮ ଶିଶୁଙ୍କ ଜୀବନ, ଶତାଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ସାଧାରଣ ନାଗରିକ । ଅକାଳରେ ଜୀବନ ଯାଉଛି । ଏଯାଏ ଯୁଦ୍ଧରେ ୟୁକ୍ରେନରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ରୁଷ୍ । ଏହାରି ଭିତରେ ରୁଷ ସେନାର ମିସାଇଲ୍, ରକେଟ ଓ…

ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଦିଲ୍ଲୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ପ୍ଲାଇଙ୍ଗ୍ କ୍ଲବରେ ବିଜୁ ବାବୁଙ୍କ ଜୟନ୍ତି ପାଳନ ହୋଇଯାଇଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅଧ୍ୟକ୍ଷ ଡ. ବିବିଏଲ୍ ମଧୁକରଙ୍କ ସଭାପତିତ୍ୱରେ ଏହା ପାଳନ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତିକୁ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା

ମୋହାଲି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା । ୧୬୦ ବଲରୁ ସେ ସେଞ୍ଚୁରୀ ମାରିଛନ୍ତି । ଏହା ତାଙ୍କର ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଶତକ । ଭାରତ ୫ ୱିକେଟରେ ୨୨୮ ରନ୍ କରିଥିବା ବେଳେ ମୈଦାନକୁ ଓହ୍ଲାଇଥିଲେ ରବୀନ୍ଦ୍ର ଜାଡେଜା । ଆର୍. ଅଶ୍ୱିନଙ୍କ ସହ ମିଶି ଦଳୀୟ…

କୁଳାଙ୍ଗାର ଉବାଚ : ପ୍ରିୟେ

ତମେ ବଗିଚାର ଫୁଲ ନା କୋଉ କାନଭାସର ଚିତ୍ର; ତୁମକୁ ଭେଟିଲା ପରେ ଭୁଲେ ମୁଁ ଜୀବନର ସରଳ ସୂତ୍ର! ତମ ପାଇଁ ଜିଇଁଛି ମୁଁ ତମେ ଯାହା କହିବ କରିବି; କହିବ ତ ବାପଧନ ନେଇ ତମ ଭ୍ୟାନିଟିରେ ଭରିବି! ତମେ ଏମିତି ଗୋଟେ ସାଇତା ବିଚିତ୍ର ଅସ୍ତ୍ର; ସାମାନ୍ୟ ବିକିରଣରେ ମୋ ଦେହ ଓ…

ହତ୍ୟାକାରୀ ବଡ଼ଭାଇ: ସାନ ଭାଇକୁ ତଣ୍ଟି ଚିପି ମାରିଲା

ବଲାଙ୍ଗିର: ରକ୍ତ ସମ୍ପର୍କରେ ରକ୍ତର ଛିଟା । ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ । ସାନ ଭାଇ ମଦ ପିଇ ଗାଳିଗୁଳଜ କରିବାରୁ ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଯୋଶେଫ ରୋହିଦା । ଏହି ଘଟଣାରେ…

ୟୁକ୍ରେନର ସୁମି ସହର ଉପରେ ରୁଷ୍ ଆଖି, ଜାରି ହେଲା ଆକ୍ରମଣ ଆଲର୍ଟ

କିଭ୍(ୟୁକ୍ରେନ): ରୁଷ୍-ୟୁକ୍ରେନ୍ ଯୁଦ୍ଧର ଆଜି ଦଶମ ଦିନ । ଘମାସାନ ଲଢ଼େଇ ଚାଲିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛୁ ରୁଷ ସେନା । ଏବେ ୟୁକ୍ରେନର ଉତ୍ତରରେ ଖାରକିଭକୁ ଲାଗି ଥିବା ସୁମି ସହର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆଗକୁ ଜୋରଦାର ହମଲା କରିପାରେ ରୁଷ୍ ।…

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ…

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ ୬୨୯ ଜଣ ଭାରତୀୟଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ବାୟୁସେନାର ତିନିଟି C-17…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ…