Latest Odisha News

BREAKING NEWS

ଓଡ଼ିଆ ପୁଅ କମଳାକାନ୍ତଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କି.ମି. ହ୍ୱିଲ୍ ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱର୍ଲ୍ଡ ରେକର୍ଡ କରିଛନ୍ତି । ୭ବର୍ଷ ପୂର୍ବରୁ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ମେରୁଦଣ୍ଡ…

ଶବ ସାପକୁ ଜଗିରହିଥିବା ସାପର ସମ୍ପର୍କ କ’ଣ?

କୋରାପୁଟ: ଶୀତୁଆ ରାତିର ରାଜୁତି । କିଟମିଟ୍ ଅନ୍ଧାର, ଖାଁ ଖାଁ ରାସ୍ତା । ଶୀତକୁ ଖାତିର ନକରି ରାସ୍ତା ଉପରେ ସାଥୀକୁ ଜଗିଛି ସାଥୀଟିଏ । ରାସ୍ତା ପାରିବେଳେ କେଉଁ ଏକ ଅମଣିଷ, ଗାଡ଼ି ମଡେଇ ଚାଲିଗଲା । ସେଇ ରାସ୍ତା ଉପରେ ହିଁ ସାପଟିର ଜୀବନ ଚାଲିଗଲା । କଳା ମଚମଚ ରାସ୍ତା ଉପରେ ପଡ଼ିଥିଲା…

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର : ଆସନ୍ତାକାଲିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ଏଥିପାଇଁ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ । ଦଳୀୟ ଚିହ୍ନରେ ନିର୍ବାଚନ ହେବାକୁ ଥିବା ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ପ୍ରାର୍ଥୀ ଚୟନ ପାଇଁ ସବୁ…

ଆଶେସ ସିରିଜ କବଜା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଅନ୍ତିମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ପରାସ୍ତ କରିଛି । ଏଥିସହ ୪-୦ରେ ଅଷ୍ଟ୍ରେଲିଆ ଆଶେସ ସିରିଜ କବଜା କରିନେଇଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୦୩ ରନ ଜବାବରେ ଇଂଲଣ୍ଡ ୧୮୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ…

ୟୁପିରେ ବିଜେପି ସହ ୧୫ ସିଟରୁ ଲଢ଼ିବ ନିଷାଦ ପାର୍ଟି

ଲକ୍ଷ୍ନୌ: ଆଗାମୀ ଉତରପ୍ରଦେଶ ନିର୍ବାଚନରେ ବିଜେପି ସହ ମେଂଟ କରିଛି ନିଷାଦ ପାର୍ଟି । ରବିବାର ୧୫ଟି ବିଧାନସଭା ଆସରେ ଲଢ଼ିବ ବୋଲି ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ଦିଷାଦ କହିଛନ୍ତି । ବିଜେପିର ତୁଙ୍ଗ ନେତାଙ୍କ ସହ ବୈଠକ ପରେ ଏ ନେଇ ଚୂଡାନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ୮…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…

ଲକ୍ଷ୍ୟଙ୍କୁ କକ୍ଷ ଚ୍ୟୁତ କରିପାରିଲେନି ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଇଣ୍ଡିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ ୟିଙ୍କୁ ୨୪-୨୨ ଓ ୨୧-୧୭ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ସେ ତାଙ୍କୁ ୫୪ ମିନିଟ…

ୟୁକ୍ରେନରେ ପ୍ରବେଶ କଲେଣି ରୁଷିଆର ହ୍ୟାକର୍ସ !

ମସ୍କୋ: ଆମେରିକା ଏବଂ ବ୍ରିଟେନର ଗୋଇନ୍ଦା ଏଜେନ୍ସି ୟୁକ୍ରେନକୁ ସତର୍କ କରାଇ ଦେଇଛନ୍ତି । ରୁଷିଆର ସାଇବର ଯୋଦ୍ଧା (ହ୍ୟାକର୍ସ) ୟୁକ୍ରେନରେ ପ୍ରବେଶ କରି ସାରିଲେଣ ଏବଂ ସେମାନେ କମ ସମୟରେ ଅନେକଗୁଡିଏ ୱେବସାଇଟ ହ୍ୟାକ କରି ସାରିଛନ୍ତି । ସେମାନଙ୍କୁ ୟୁକ୍ରେନର ୭୦ ଗୁପ୍ତ ସ୍ଥାନ ସମ୍ପର୍କରେ…

ଜିଓ ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର । ଦୈନିକ ୮ଟଙ୍କା ଖର୍ଚ୍ଚ କଲେ ମିଳିବ ୨.୫ ଜିବି ଡାଟା । ଏଇଭଳି ଏକ ନୂଆ ପ୍ଲାନ ଆଣିଛି ରିଲାଏନ୍ସ। ଆପଣ ବର୍ଷକ ପାଇଁ ୨୯୯୯ ଟଙ୍କାର ରିଚାର୍ଜ କଲେ, ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ସହିତ ମୋଟ ୯୧୨.୫ ଜିବି ଡାଟା ପାଇବେ ।…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଭୁବନେଶ୍ୱର: ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଟାଇଟଲ ଜିତି ଇତିହାସ ରଚିଛନ୍ତି ଭାରତର ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ୱିକସାଇରାଜ ରାନକିରେଡ୍ଡୀ । ପ୍ରଥମ ଭାରତୀୟ ଡବଲ୍ସ ଯୋଡି ଭାବେ ସେମାନେ ଇଣ୍ଡିଆନ ଓପନରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସାତ୍ୱିକ-ଚିରାଗ ୩ଥର ବିଶ୍ୱ ଚାମ୍ପିୟନ…