Latest Odisha News

BREAKING NEWS

କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: କଥକ ନୃତ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ବିର୍‌ଜୁ ମହାରାଜଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ବିଳମ୍ବିତ ରାତିରେ ସେ ତାଙ୍କ ନାତିଙ୍କ ସହ…

ଖସୁଛି ପାରଦ ବଢ଼ୁଛି ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ବଢ଼ୁଛି ଶୀତ, କମୁଛି ପାରଦ । ରାଜ୍ୟର କିଛି ସ୍ଥାନରେ ଶୀତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ପାରଦ କମିବ ଓ ଶୀତ ବଢ଼ିବ । ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ଉପରେ କୌଣସି ପ୍ରଭାବ…

ଶିକ୍ଷାର ବିକାଶ ହିଁ ପ୍ରଗତିର ମାଧ୍ୟମ

ଭୁବନେଶ୍ବର : ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶିକ୍ଷାବିତ ନିଶାମଣି ଷଡ଼ଙ୍ଗୀଙ୍କ "ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା" ପୁସ୍ତକ ଉନ୍ମୋଚତ ହୋଇଯାଇଛି । ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ହରପ୍ରସାଦ…

ରଘୁନାଥ ପଣ୍ଡା ହେଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ସାରସ୍ୱତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ୱାରା ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଯାଇଛି। ନୂତନ କାର୍ଯ୍ୟକାରିଣୀରେ ରଘୁନାଥ ପଣ୍ଡା ଅଧ୍ୟକ୍ଷ, ଅଭୟ କୁମାର ନାୟକ ସ୍ମରପ୍ରିୟା ମିଶ୍ର ଉପାଧ୍ୟକ୍ଷ, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ ସଙ୍ଗଠନ ସମ୍ପାଦକ, ନାରାୟଣ…

ଭାଷା ଭାଗବତ : ଭାଷା ଘଟ, ଜ୍ଞାନ ଜଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩ ଭାଷା ଘଟରେ ଜ୍ଞାନ ଜଳ ନିର୍ଗୁଣ ତରଳ ନିର୍ମଳ ଭାଷା ତ ଥାଏ ଭଳି ଭଳି ଜ୍ଞାନର ନାହିଁ ରୂପାବଳି ଯଦି ଘଟରେ ଜଳ ନାହିଁ କିଏ ବା ଲୋଡ଼ିବ କିପାଇଁ ? ଘଟରେ ଥାଏ ଯେଉଁ ଜଳ ତାହା ତ ସର୍ଦଦା ନିଶ୍ଚଳ ଜଳକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୬୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ସମନ୍ୱୟର ବିଗ୍ରହ ନୁହନ୍ତି । ସେ ସମନ୍ୱୟର ଅଥଳ ସାଗର, ମତ, ପଥ, ଧର୍ମ, ଧାରଣା, ସିଦ୍ଧାନ୍ତ, ସଂସ୍କୃତି, ସମ୍ପ୍ରଦାୟ, ଇତ୍ୟାଦି ସମସ୍ତ ଧାରା ସେ…

ଆନ୍ଦୋଳନ ଚାଲୁରଖ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ "ଶବ୍ଦ ତୂଣୀର"  ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫାଶେଷ । ୟା-ବାଦେ ପୁଣି ସେକ୍ସ, ରେପ୍‌, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା,…

ଧାରାବାହିକ ଉପନ୍ୟାସ : ଦେବୀ (୪୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୬ ବଡ଼ ନଈରେ ପାଣି ପରି ବହିବାରେ ଲାଗୁଥିଲା ସମୟ। ଦେବ ଭାଇ ସବୁଦିନ ଆସୁଥିଲେ ସାଙ୍ଗରେ କିଛି ଫୁଲ ଆଉ ପବିତ୍ରତା ଆଣି।ସବୁଦିନ ସଂଜବେଳକୁ ବି ଦେବୀ ମନେମନେ ପ୍ରତୀକ୍ଷା କରୁଥିଲା କେହିଜଣେ ଆପଣାର ଲୋକକୁ । ଟିକେ ବିଳମ୍ବ ହେଲେ ତା…

କବିତା : ନିରୁଚ୍ଚାରିତ ଶବ୍ଦ

କୈଳାସ ଚନ୍ଦ୍ର ସାହାଣୀ  କାଲି ପରି ଲାଗୁଥିଲା ଏ ସ୍ବର, କଲ୍ୟାଣମୟୀ ମାଆର ଥରଥର ହାତ ବାଟଭୁଲା ପକ୍ଷୀକୁ ଦେଖାଉଥିଲା ଦିଶା ଭରୁଥିଲା ମନତଳେ କେତେ ଅୟୁତ ଆଶା ! ଅଚାନକ ଶବ୍ଦ ସ୍ତବ୍ଧ ସ୍ବର ନିରବ ଚକ୍ଷୁ ନିବୁଜ ....! ଏଇ କ'ଣ ଜୀବନ... ଶେଷ ବିଦାୟ ନେବାର ? କ୍ୟାଲେଣ୍ଡର…

ଥାନା ପଛରେ ଦେହ ବେପାର, ତିନି ରୂପଜୀବୀଙ୍କ ସହ ୩ ଗ୍ରାହକ ଗିରଫ

କଟକ: କଟକରେ ପୁଣି ଠାବ ହେଲା ସେକ୍ସ ର୍ୟାକେଟ୍ । ଏହି ଘଟଣାରେ ତିନି ରୂପଜୀବୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଏକ ଭିଡିଓ ପ୍ଲେୟର ଜବତ କରିଛି ପୋଲିସ । ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର…