ବିଏମସି ଅଫିସରେ ପୁଣି ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ପୁଣି ବିଏମସି ଅଫିସରେ ପଶିଲା କରୋନା । ବିଏମସିରେ ଅଫିସରେ ଆଜି ପୁଣି ୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଆଗରୁ ଗୋଟିଏ ଦିନରେ ୨୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ବିଏମସି ଅଫିସରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏନେଇ ସର୍ବ…