Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ କସରତ, ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ…

କମଳାକାନ୍ତଙ୍କ ରେକର୍ଡ ନିଶା, ୨୪ ଘଣ୍ଟାରେ ଅତିକ୍ରମ କରିବେ ୨୦୦ କି.ମି!

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବକଙ୍କ ରେକର୍ଡ ନିଶା । ୨୪ ଘଣ୍ଟାରେ ୨୦୦ କିଲୋମିଟର ହ୍ୱିଲ ଚେୟାର ଯୋଗେ ସାଇକେଲିଂ କରିବାକୁ ରଖିଛନ୍ତି ଟାର୍ଗେଟ । ଗିନିଜ ବୁକରେ ନିଜ ନାଁ ଯୋଡ଼ିବାକୁ ଦୃଢ ଆଶା । ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁର ଅଂଚଳର ଦିବ୍ୟାଙ୍ଗ ଯୁବକ…

ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ଦାନ କଲେ କୋଟି କୋଟି ଟଙ୍କାର ସମ୍ପତି

ଶିମଲା: ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ହିମାଚଳ ପ୍ରଦେଶର ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କଂୱର କୋଟି କୋଟି ଟଙ୍କାର ସମ୍ପତି ସରକାରଙ୍କୁ ଦାନ କରି ଦେଇଛନ୍ତି । ରାଜେନ୍ଦ୍ରଙ୍କ ପତ୍ନୀ କୃଷ୍ଣା କଂୱର ଶିକ୍ଷା ବିଭାଗ ସହ ଜଡିତ ଥିଲେ । ବର୍ଷେ ତଳେ ତାଙ୍କର ନିଧନ ହୋଇଥିଲା । ଏହି…

ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୦୭ ଜଣ ପ୍ରାର୍ଥୀଙ୍କ ନାଁ ପ୍ରଥମ ତାଲିକାରେ ଘୋଷଣା କରିଛି । ହେଲେ ଏଥର ଅଯୋଧ୍ୟାରୁ ନୁହେଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ…

କୋହଲିଙ୍କ ଶୈଳୀ ଆପଣାଇଲେ ବ୍ରଡ !

ଲଣ୍ଡନ: ଆଶେସ ସିରିଜର ଅନ୍ତିମ କ୍ରିକେଟ ଟେଷ୍ଟରେ ଷ୍ଟୁଆର୍ଟ ବ୍ରଡଙ୍କୁ ନେଇ ଏ ଭଳି ଏକ ଘଟଣା ଘଟିଛି ଯାହାକି କେପଟାଉନ ଟେଷ୍ଟ ମନେ ପକାଇ ଦେଇଛି । ଏହି ଟେଷ୍ଟରେ ମୁଭିଂ ରୋଭର କ୍ୟାମେରା ନେଇ ବ୍ରଡ ଅସୁବିଧାର ସମ୍ମୁଖୀନ ହେବାରୁ ବିରକ୍ତ ହୋଇ ଷ୍ଟମ୍ପ ନିକଟରେ ଚିତ୍କାର କରି କହିଥିଲେ ରୋବୋଟକୁ…

ମଞ୍ଚେଶ୍ୱର ପୋଲିସ ହାବୁଡରେ ହାଇପ୍ରୋଫାଇଲ ଠକ

ଭୁବନେଶ୍ୱର : ମଞ୍ଚେଶ୍ୱର ପୋଲିସ ହାତରେ ଧରା ପଡିଲା ହାଇପ୍ରୋଫାଇଲ ଠକ । ଅଧିକ ସୁଧର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ଠକ ପ୍ରଭାକର ଜେନାକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଲୋକଙ୍କ ଠାରୁ ଚାରି କୋଟିରୁ ଅଧିକ ଟଙ୍କା ଠକି ନେଇଛି ଏହି ହାଇ ପ୍ରୋଫାଇଲ ଠକ  । ଏହି ଠକ ଜଣଙ୍କ…

‘ବଚ୍ଚନ ପାଣ୍ଡେ’ର ସୁଟିଂ ସେଟ୍‌ରେ ନିଆଁ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ସେଟରେ ନିଆଁ ଲାଗିଯାଇଛି। କିନ୍ତୁ ଆଶ୍ବସ୍ତିକର କଥା ହେଉଛି…

[ଭିଡିଓ] ସେନା ଦିବସରେ ପ୍ରଦର୍ଶିତ ବିଶ୍ୱର ସବୁଠୁ ବଡ ପତାକା

ଭୁବନେଶ୍ୱର: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତ-ପାକିସ୍ତାନ ବୋର୍ଡର ରାଜସ୍ଥାନର ଲୋଙ୍ଗୱାଲାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସବୁଠୁ ବଡ ଭାରତୀୟ ପତାକା । ଶତ ପ୍ରତିଶତ ଖଦୀରେ ପ୍ରସ୍ତୁତ ଏହି ଭାରତୀୟ ପତାକାର ଓଜନ୧୪୦୦ କି.ଗ୍ରା, ଲମ୍ବ ୨୨୫ ଫୁଟ୍ ଏବଂ ଓସାର…

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ…

କୁଳାଙ୍ଗାର ଉବାଚ : ନକଲିର ସୁଫଳ

ସିଏ ଶସ୍ତାରେ ନକଲି ପ୍ରେସରକୁକର ଆଣିଲା ଅସଲି ଘରଣୀ ତେଣୁ କ୍ରୋଧାନ୍ୱିତ ହେଲା । ସେଦିନ ଘରେ ଆଉ ରୋଷେଇ ନୋହିଲା ଅସଲି ଗାଳି ଖାଇ ତା ପେଟଟି ପୁରିଲା । ଘରଣୀର କଳିଗୋଳରେ ବ୍ୟଥିତ ହୋଇ ମୂଷାମରା ବିଷ କିଣିଆଣି ଦେଲା ଖାଇ! ହେଲେ ଆଦୌ ମଲାନାଇଁ ବଞ୍ଚିଗଲା କାରଣ ମୂଷା ବିଷଟା ନକଲି…