ମେ ୨୭ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ
ମୁମ୍ବାଇ: କୁଇନ କଙ୍ଗନା ରାନାୱତଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ଧାକଡର ନୂତନ ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମେ ୨୭ରେ ଧାକଡ ଥିଏଟରରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ସୋସିଆଲ ସାଇଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏଜେଂଟ ଅଗ୍ନିର ଫୋର୍ସକୁ କେହି…