Latest Odisha News

BREAKING NEWS

ଲତା ମଙ୍ଗେଶକରଙ୍କୁ କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୯୨ ବର୍ଷୀୟ…

୧୪ରେ ଓଟିଟିରେ ରିଲିଜ କରିବ ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ଦକ୍ଷିଣୀ ସିନେ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି 'ପୁଷ୍ପା'ର ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି। ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ ପୁଷ୍ପା। ଏହାର ହିନ୍ଦୀ ସଂସ୍କରଣ ଜାନୁଆରୀ ୧୪ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଘୋଷଣା…

ଲୋକ କଂଗ୍ରେସ ପାର୍ଟିକୁ ମିଳିଲା ହକି ଷ୍ଟିକ, ବଲ ଚିହ୍ନ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ଲୋକ କଂଗ୍ରେସ ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳକୁ ହକି ଷ୍ଟିକ ଏବଂ ବଲରେ ଚିହ୍ନ ମିଳିଥିବାରୁ ସେ ଖୁସି ହୋଇ କହିଛନ୍ତି ଏଥର କେବଳ ଗୋଲ ଦେବା ବାକି ରହିଲା ।…

ଓମିକ୍ରନ୍‌ ଭୟ; ରାଜଧାନୀରେ ପ୍ରାଇଭେଟ୍‌ ଅଫିସ୍‌ ଓ ରେଷ୍ଟୁରାଣ୍ଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରେ କରୋନା। କରୋନାକୁ ରୋକିବା ଲାଗି ସରକାର କଟକଣାକୁ ଆହୁରି କଠୋର କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ନୂଆ ଆଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ସମସ୍ତଙ୍କୁ ୱାର୍କ ଫ୍ରମ୍‌…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବୃଆରୀ ୧୬ରୁ ନିର୍ବାଚନ ତାରିଖ ଘୋଷଣା । ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ  ୨୪ ତାରିଖରେ ନିର୍ବାଚନ ହେବ ।…

୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ,୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ଅନୁଗୁଳ: ତାଳଚେର ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ବ୍ରାଉନ୍‌ସୁଗର ଜବତ । ୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ  ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନ୍‌ସୁଗର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି ।…

କାଠ ସ୍କେଲରେ ବାହାଘର ଭୋଜିର ମେନ୍ୟୁ !

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ନୂଆ ନୂଆ ବୁଦ୍ଧି କୌଶଳ ପ୍ରୟୋଗ କରିଥାନ୍ତି । ସିଲିଗୁଡିରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । ସସ୍ମିତା-ଅନିମେଷ ସେମାନଙ୍କ ବାହାଘର ଭୋଜିର ମେନ୍ୟୁକୁ ଏକ ୩୦ ସେଟିଂମିଟର କାଠ ସ୍କେଲରେ ଛାପି ଅତିଥିଙ୍କୁ ଦେଇଥିଲେ । ଏହାର ତଳେ ଲେଖା…

ରାଜ୍ୟରେ ସଂକ୍ରମଣ ଉପରମୁହାଁ , ସତର୍କ ରୁହନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ସଂକ୍ରମଣ ସବୁବେଳେ ଉପରମୁହାଁ ରହୁଛି । । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ , ଟେଷ୍ଟିଂ, ଟ୍ରିଟମେଣ୍ଟ, ଟିକାକରଣ ଚାଲିଛି । ସଂକ୍ରମଣ କେବେ କମିବ ତାହା ଏବେ…

ସୁଜେନ ଖାନ ଓମିକ୍ରନ୍‌ ପଜିଟିଭ

ନୂଆଦିଲ୍ଲୀ: ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ସେ ନିଜେ ଏକ ଫଟୋ ସେୟାର କରି ସେ ସମସ୍ତଙ୍କୁ ନିରାପଦରେ ରହିବାକୁ ଏବଂ ନିଜ ପ୍ରିୟଜନଙ୍କ ଯତ୍ନ ନେବାକୁ କହିଛନ୍ତି। ସୁଜେନ…

ମାଲକାନଗିରି ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ

ମାଲକାନଗିରି: ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଆଜି ଏୟାରଫୋର୍ସର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାଲିମେଳା ମିନି ଷ୍ଟାଡ଼ିୟମରେ ପହଞ୍ଚିଥିଲେ । ଏକଲବ୍ୟ ଆଦର୍ଶ ଘରୋଇ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ କେନ୍ଦ୍ର…