Latest Odisha News

BREAKING NEWS

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା

ଭୁବନେଶ୍ବର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି । ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍‌ର ସଂକ୍ରମଣ ଫଳରେ ଏହା…

ନୂଆପଡ଼ାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଥମ ଦିନରେ ଆଗରେ ବିଜେଡି

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବାଜିମାତ୍ କରିବାକୁ ଯାଉଛି ବିଜେଡି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯଥେଷ୍ଟ…

ଅପକମିଂ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ : ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଉ ବିୟୁଟି ଦୀପିକା ପଦୁକୋନ୍ । ଅପକମିଂ ବଲିଉଡ୍ ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋସନଙ୍କ ସହ ଦୀପିକା ନଜର ଆସିବେ । ଏହି ମୁଭିର ସୁଟିଂ କୁ ନେଇ ବ୍ୟସ୍ତ ଅଛି ଟିମ୍ । ଏହି ''ଫାଇଟର''…

ସ୍ୱୀଡେନ, ଫିନଲାଣ୍ଡକୁ ଧମକାଇଲା ରୁଷ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିଶ୍ୱ ସମୁଦାୟ ବିଶେଷ କରି ନାଟୋ ସଦସ୍ୟ ନୀରବ ରହିବା ରୁଷର ସାହସ ବଢ଼ାଇ ଦେଇଛି । ଶନିବାର ନାଟୋର ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ସ୍ୱୀଡେନ ଓ ଫିନଲାଣ୍ଡକୁ ରୁଷ ଧମକ ଦେଇଛି । ଅନ୍ୟ ଦେଶକୁ ସୁରକ୍ଷା ଦେବାକୁ…

କମ୍ପିଲା କଳିଙ୍ଗ : ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି ଆରମ୍ଭ

ଭୁବନେଶ୍ୱର: କମ୍ପିଲା କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଲା FIH ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟାରୁ ଆରମ୍ଭ ହୋଇଥିବାବେଳେ ପୁରୁଷ ମ୍ୟାଚ୍‌…

ରମେଶର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଚଢ଼ାଉ

କାମାକ୍ଷାନଗର : ନକଲି ଡାକ୍ତର ରମେଶର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋଲିସ ହାତରେ ଲାଗିଛି ନୂଆ ନୂଆ ତଥ୍ୟ । ଆଉ ଆଜି ଢେଙ୍କାନାଳ କାମାକ୍ଷାନଗର ଘରେ ମିଳିତ ଚଢ଼ାଉ କରିଛି ଭୁବନେଶ୍ବର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ଗୁପ୍ତ କୋଠରୀର ପର୍ଦ୍ଦାଫାସ କରିବେ ୭ ଜଣିଆ…

ନିଜକୁ ବୋମାରେ ଉଡାଇ ଦେଶ ପାଇଁ ଜୀବନ ଦେଇ ଋଷ୍ ଟ୍ୟାଙ୍କକୁ ରୋକିଲେ ୟୁକ୍ରେନ ସୈନିକ

ଦିଲ୍ଲୀ : ନିଜକୁ ବୋମାରେ ଉଡାଇ ଋଷ୍ ଟ୍ୟାଙ୍କରକୁ ଅଟକାଇଲେ ଜଣେ ୟୁକ୍ରେନ ସୈନିକ । ନିଜ ଦେହରେ ବୋମା ବାନ୍ଧିବା ସହ ଏକ ବ୍ରିଜକୁ ଉଡାଇ ଦେଇଛନ୍ତି ୟୁକ୍ରେନ ସୈନିକ । ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ ହେନିଚେସ୍କ୍ ବ୍ରିଜ ଆଡକୁ ଆସୁଥିବା ଗୋଟିଏ ଋଷ୍ ଟ୍ୟାଙ୍କକୁ ଅଟକାଇବା ପାଇଁ ଚେଷ୍ଟା…

ରୁଷର କାର୍ଗୋ ଶିପ ଫ୍ରାନ୍ସ କବଜାରେ

ମସ୍କୋ: ୟୁକ୍ରେନ ଉପରେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତୃତୀୟ ଦିନ ସୁଦ୍ଧା ରୁଷ ସେନା ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଛନ୍ତି । ସିଏନଏନ ମୁତାବକ ଶନିବାର ସନ୍ଧ୍ୟାରେ ଫ୍ରାନ୍ସା ନେଭି ରୁସର ଏକ କାର୍ଗୋ ଶିପକୁ ଇଂଲିଶ ଚ୍ୟାନେଲ ନିକଟରେ କବଜା କରି ନେଇଛି । ପ୍ରଥମ ଥର ପାଇଁ ରୁଷ…

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି…

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା…