ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ନୂଆପଡାର ୫ଟି ବ୍ଲକରେ ଆଗରେ ବିଜେଡି
ନୂଆପଡା : ନୂଆପଡା ଜିଲ୍ଲାର ସମସ୍ତ ବ୍ଳକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ରେ ପାଞ୍ଚଟି ବ୍ଲକ ରେ ବିଜେଡି ଆଗୁଆ ଥିବା ସୂଚନା ।ନୂଆପଡା- ଜୋନ ନଂ ୭ ,କୋମନା- ଜୋନ ନଂ ୧,ଖଡ଼ିଆଳ- ଜୋନ ନଂ ୪,ସିନାପାଲି- ଜୋନ ନଂ ୧୨,ବୋଡେ଼ନ- ଜୋନ ନଂ ୧୦ ବିଜେଡି ଆଗରେ ଥିବା…