Latest Odisha News

BREAKING NEWS

ସଦ୍ୟଜାତ କନ୍ୟା ଦୁନିଆ ଛାଡି ଚାଲିଗଲା… ତଥାପି ରଣଜୀରେ ଶତକ ହାସଲ କଲେ ବିଷ୍ଣୁ

ମୁମ୍ବାଇ:ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କି ଶତକ ହାସଲ କରିଛନ୍ତି । ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ବିଷ୍ଣୁଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ମନକୁ ପ୍ରଶ୍ନ ଆସୁଥିବ ରଣଜୀରେ ଶତକ ହାସଲ କରି ସେ ଏତେ ପ୍ରଶଂସିତ କାହିଁକି ହେଉଛନ୍ତି । ଆପଣଙ୍କୁ ଶୁଣିଲେ ଦୁଃଖ…

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ…

ବିଜେଡିରେ ମିଶିଲେ ୨ଶହରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଧାରାକୁ ନେଇ ବିଜେପି…

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର…

କିଭରେ ଘମାଘୋଟ ଲଢେଇ : ୧୯୮ଜଣ ଲୋକଙ୍କର ମୃତ୍ୟୁ, ୧୧୧୫ଜଣ ଆହତ

ଦିଲ୍ଲୀ : କ୍ରମାଗତ ଭାବେ ଋଷ ଦୁର୍ବଳ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବୋମା ପକାଇ ବିମାନ ବନ୍ଦର ଉଡାଇ ଦେଉଛି ତ ଗୁଳିମାରି ସାଧାରଣ ଲୋକଙ୍କ ଜୀବନ ନେଉଛି । ସାଧାରଣ ନାଗରିକଙ୍କ ଜୀବନ ଅତି ଦୟନୀୟ ଅବସ୍ଥାକୁ ଆସିଯାଇଛି । ଏସବୁ ଭିତରେ କିଭ୍ ରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ଋଷ…

ଋଷ୍-ୟୁକ୍ରେନ ଯୁଦ୍ଧ :୨୧୯ ଜଣ ଛାତ୍ରଛାତ୍ରୀ ଭାରତ ଫେରୁଛନ୍ତି , ରୋମାନିଆରୁ ଉଡାଣ ଭରିଲା ବିମାନ

ଭୁବନେଶ୍ୱର : ଋଷ୍-ୟୁକ୍ରେନ ଯୁଦ୍ଧରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତ ଫେରୁଛନ୍ତି ।୨୧୯ ଜଣ ଭାରତୀୟ ନାଗରିକଙ୍କ ସହ ମୁମ୍ବାଇକୁ ପ୍ରଥମ ବିମାନ ଶନିବାର ରୋମାନିଆର ବୁଖାରେଷ୍ଟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର…

୩୧୫ ଜୋନର ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୮ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଦିଆଗଲା ଅନ୍ତିମ ବିଦାୟ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ହେମାନନ୍ଦ ବିଶ୍ୱାଳ ଆରପାରିକୁ ଚାଲିଯାଇଛନ୍ତି । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଗାର୍ଡ ଅଫ୍ ଦିଆଯାଇଥିଲା ।…

ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ: ଢେର୍ ଆଗରେ ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ  ୨୪୬ ଜିଲ୍ଲା ପରିଷଦ ଜୋନର…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ନୂଆପଡାର ୫ଟି ବ୍ଲକରେ ଆଗରେ ବିଜେଡି

ନୂଆପଡା : ନୂଆପଡା ଜିଲ୍ଲାର ସମସ୍ତ ବ୍ଳକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ରେ ପାଞ୍ଚଟି ବ୍ଲକ ରେ ବିଜେଡି ଆଗୁଆ ଥିବା ସୂଚନା ।ନୂଆପଡା- ଜୋନ  ନଂ ୭ ,କୋମନା- ଜୋନ ନଂ ୧,ଖଡ଼ିଆଳ- ଜୋନ ନଂ ୪,ସିନାପାଲି- ଜୋନ ନଂ ୧୨,ବୋଡେ଼ନ- ଜୋନ ନଂ ୧୦ ବିଜେଡି ଆଗରେ ଥିବା…