Latest Odisha News

BREAKING NEWS

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ପୋଲିସ୍ ମୃତ

ବିହାର: ବିହାରର ପାଟନାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ସକାଳୁ ଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ହାଇୱା  ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ…

ଦେଶରୁ ଆଜି ୩୭ ହଜାର କରୋନା ପଜିଟିଭ୍, ୧୦% ବଢ଼ିଲା ଦୈନିକ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରଛି ଲମ୍ବା ଲମ୍ଫ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ…

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର…

ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ବାଲୁଗାଁ(ଖୋର୍ଦ୍ଧା): ଚିଲିକାକୁ ଏବର୍ଷ କେତେ ପକ୍ଷୀ ଆସିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିରେ ୨୧ଟି ଟିମରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬୦ ଜଣ ଗାଇଡ୍ ସାମିଲ ଅଛନ୍ତି । ୧୯ଟି ଟିମ୍ ଚିଲିକା ଜଳରାଶି ଭିତରେ ଓ ୧ଟି ଗଣନାକାରୀ ଟିମ୍ ତଟବର୍ତ୍ତୀ ଅଞ୍ଚଳରେ…

ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ

ବାରଙ୍ଗ : ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ । ଓମିକ୍ରନ୍‌ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ତେବେ ମଙ୍ଗଳବାରଠାରୁ ଉଭୟ ଉଦ୍ୟାନ ଖୋଲିବ ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ୍ । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି…

ପୁଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍, ୩ ଓିମକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

ପୁରୀ: ପୁୂଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍ । ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍। ୧୧ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଏକ ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ପରେ ନିଆଯାଇଛି ପଦକ୍ଷେପ। ହୋଟେଲ ସଂଲଗ୍ନ…

ଆଉ ୩ ଦିନ ପ୍ରବଳ ହାଡଥରା ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଜାରି ରହିବ । ଆସନ୍ତା ୩ ଦିନ ଯାଏ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ପାରଦ ତଳମୁହାଁ ହୋଇଛି ଓ ଶୀତ ବଢ଼ିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି…

ବ୍ୟାଟେରୀ ଚୋରି କରି ୪ ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଚୋରି । ନବବର୍ଷର ପ୍ରଥମ ରାତିରେ ଚୋରି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ବିଳମ୍ବିତ ରାତିରେ ଅପରାଧୀମାନେ ଖଣ୍ଡଗିରି ଥାନା ଅନ୍ତର୍ଗତ ଖାରବେଳ ହୋଟେଲ ନିକଟରେ ଥିବା ଇଣ୍ଡସ ଟାୱାର ଭିତରକୁ ପଛ ଗେଟର ତାଲା ଭାଙ୍ଗି ଏକ ବୋଲେରୋ ମ୍ୟାକ୍ସ…