Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଜଣେ ଥିଲେ ରାଜା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୨ ନିହାତି ସ୍ୱଳ୍ପ ଦୈର୍ଘ୍ୟ ବିଶିଷ୍ଟ କଥା । ଜଣେ ରାଜା ଥିଲେ । ଆଉ ତାହାପରେ କ'ଣ ଯେ ? ରାଜା ମାନେ ତ ସବୁବେଳେ ଥାଆନ୍ତି । ରାଜାଙ୍କର ଏକ ସମାନ ସମୟରେ ମୃତ୍ୟୁ ହୁଏ ଆଉ ରାଜା ଦୀର୍ଘଜୀବୀ ହୁଅନ୍ତୁ ବୋଲି ଠିକ୍…

ବଢୁଛି କରୋନା ସଂକ୍ରମଣ : ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ।ଏହାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ବଢୁଛି । ଯେହେତୁ ଭାଇରସ୍ ଅଛି ତେଣୁ ସଂକ୍ରମଣ ଆଶଙ୍କା ମଧ୍ୟ ଅଛି ।ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…

ଓମିକ୍ରନ୍ ବିପଦ ପରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ

ଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨ ରୁପେ ଚିହ୍ନଟ କରିଛନ୍ତି । ଏହି ଭାରିଆଣ୍ଟରେ…

ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ

କଟକ: ପୁଣି ଏକ ବାଘର ମୃତଦେହ ଠାବ କରାଯାଇଛି । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳର ଭିରୁଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବାଘର ମୃତଦେହ ଠାବ ପରେ ଏହି ଘଟଣାକୁ ନେଇ…

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି…

ଜାନୁୟାରୀ ୪ରେ ସୂର୍ଯ୍ୟର ନିକଟତର ହେବ ପୃଥିବୀ

ଭୁବନେଶ୍ୱର: ମଙ୍ଗଳବାର ୪ ତାରିଖ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଙ୍କ ନିକଟତର ହେବ ପୃଥିବୀ । ୧୨ଟା୯ ମିନିଟରେ ସୂର୍ଯ୍ୟଠାରୁ ପୃଥିବୀ ୧୪ କୋଟି ୭୧ ଲକ୍ଷ ୫ହଜାର ୫୨ କିମି ଦୂରରେ ରହିବ । ୬ ମାସ ପୂର୍ବରୁ ଏହି ଦୂରତା ୧୫ କୋଟି ୨୦ ଲକ୍ଷ ୯୮ ହଜାର ୪୫୫ କିମି ଦୂରତାରେ ରହିଥିଲା । ବିଜ୍ଞାନ ଭାଷାରେ…

ଧାରାବାହିକ ଉପନ୍ୟାସ : ଦେବୀ (୩୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୩ ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି…

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ…

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି…