Latest Odisha News

BREAKING NEWS

ରାଜଧାନୀରେ ମାତିଛନ୍ତି ମୋବାଇଲ ଲୁଟେରା, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ । ମଦ ପିଇବା ପାଇଁ ଲୁଟିନେଲେ ମୋବାଇଲ । ଅଭିଯୁକ୍ତଙ୍କୁ ଗିରଫ କରି ଧରିକୋର୍ଟ ଚାଲାଣ କଲା ଖାରବେଳ ଥାନା ପୋଲିସ । ଅଭିଯୋଗକାରୀ ନବବର୍ଷ ଦିନ କୌଣସି ବ୍ୟକ୍ତଗତ କାମ ପାଇଁ କଟକରୁ ଭୁବନେଶ୍ୱର ଆସିଥିଲେ । ଶ୍ରୀୟା ସିନେମା ହଲ୍ ନିକଟରେ ସେ…

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ଆଇଏଏସ ସ୍ତରରେ ପୁଣି ହୋଇଛି ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ତାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି…

ଜୋହାନ୍ସବର୍ଗରେ ଅଜବ ସଂଯୋଗ: ୬ ମ୍ୟାଚରେ ୬ ଅଧିନାୟକ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏଠାରେ ଭାରତ ୬ଟି ମ୍ୟାଚ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ଅଲଗା ଅଲଗା ଅଧିନାୟକ ଦାୟିତ୍ୱ…

ଜେଏସଡବ୍ଲୁ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ

ପାରାଦୀପ: ନିଜର ସଫଳତା ଓ ପାରିପାର୍ଶିକ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଯଥେଷ୍ଟ ଆଗରେ ରହିଛି ଜେଏସଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢାଇ ଜଗତସିଂହପୁର ଜିଲ୍ଲାରେ ପ୍ରଶଂସା ସାଉଁଟିଛି । ନିଜର ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ହାଇସ୍କୁଲ…

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା,…

ଶ୍ରୀନଗର ପୋଲିସ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଭୁବନେଶ୍ୱର: ଆତଙ୍କବାଦୀଙ୍କ କାଳ ସାଜିଛି ଶ୍ରୀନଗର ପୋଲିସ । ଆଜି ହରୱାନ୍ ଅଂଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ଜଣକ କୁଖ୍ୟାତ ତଥା…

ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ନିଜକୁ ଆଇସୋଲେଟ କରିଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଜଣେ ସଦସ୍ୟ ଏବଂ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ତେବେ କିଏ ସଂକ୍ରମିତ ହୋଇଛନ୍ତି ତାହା…

ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏମ୍‌ସ ଭୁବନେଶ୍ବରରେ ପରିସରରେ ଆଜି ଆରମ୍ଭ ହୋଇଥିଲା ଟିକାକରଣ । ଟିକା ନେବାକୁ ୧୫-୧୮ ବର୍ଷ ବୟସ…

କୋଲକାତାରେ କରୋନା କହର, ଶତାଧିକ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କରିଛି କରୋନା ସଂକ୍ରମଣ । ଏଥର ଭିନ୍ନ ରୂପରେ । ସମୟକ୍ରମେ ଏହି ସଂକ୍ରମଣ ସାରା ଦେଶରେ ପୁଣିଥରେ ମାଡି ଚାଲିଛି । ଏହି ଧାରାରେ କୋଲକାତା ମଧ୍ୟ ବର୍ତ୍ତିପାରିନି । ଏହି ଆକର୍ଷଣୀୟ ସହରରେ ଶତାଧିକ ଡାକ୍ତର କରୋନା କବଳରେ ପଡିଥିବା ସୂଚନା ରହିଛି । ଗତ…

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ…