Latest Odisha News

BREAKING NEWS

କରୋନା ଯୋଗୁ ରାଲି ଓ ସାଧାରଣ ସଭା ବ୍ୟାନ୍ କଲା ଏହି ରାଜ୍ୟ

ହାଇଦ୍ରାବାଦ: ଓମିକ୍ରନ୍ ମାଡୁଛି । କରୋନା କାୟା ମେଲାଉଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ତେଲେଙ୍ଗାନାରେ ଏଣିକି ରଲି, ସାଧାରଣ ସଭା ଆୟୋଜନ ମନା । ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶରେ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ତେଲେଙ୍ଗାନା ସରକାର ।…

ରାତି ତାପମାତ୍ରା ଖସିବ, ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ ଶୀତ । ରାତି ତାପମାତ୍ରା ଖସିବ । ପୁଣି ଅନୁଭୂତ ହେବ ପ୍ରବଳ ଥଣ୍ଡା । ଆସନ୍ତାକାଲିଠୁ ଦୁଇଦିନ ଶୀତ ଲହରି ରହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ପ୍ରବଳ ଥଣ୍ଡା ହେବାକୁ ନେଇ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ…

ଶିଶୁ କବିତା : ଫିକା ଲାଗେ ନୂଆ ବରଷ

ପ୍ରତିଭା ସାହୁ ଫିକା ଫିକା ଲାଗେ ନୂଆ ବରଷଟା ମନ କର ନାହିଁ ଊଣା ବଣଭୋଜି ପାର୍ଟି ଵୁଲାବୁଲି ସଵୁ ସେଲିବ୍ରେସନ୍ ତ ମନା ।। ଓମିକ୍ରନ୍ ରୋଗ ଆସିଗଲା ପୁଣି ତେଣୁ ହେଲା କଟକଣା ଘରେ ରହି ନୂଆ ବରଷ ପାଳିବା ଖାଇ ପିଇ ପିଠାପଣା ।। ନୂଆ ବରଷର ନୂତନ ପ୍ରଭାତେ ଉଦୟ ଭାନୁକୁ ଚାହିଁ…

ଧାରାବାହିକ ଉପନ୍ୟାସ : ଦେବୀ (୩୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୨  ଏବେ ବୁଝିପାରିଲା ଦେବୀ, ସମୁଦ୍ରର ସହସ୍ର ହାତର ଆଲିଙ୍ଗନକୁ କେମିତି ଭୋଗୁଥିବ ନଈ। କେମିତି ତୃପ୍ତ ହେଉଥିବ କଇଁ, ଚନ୍ଦ୍ରମାର କଅଁଳ ସ୍ପର୍ଶରେ। କେମିତି ଛୁଉଁଥିବ ପତ୍ରକୁ ପବନ। ସକାଳର ଆଭାସ ପାଇ କଣ୍ଠ ସଫାକଲେଣି ଚଢେଇ…

ଅନୁବାଦ ଗଳ୍ପ : ହୋଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୯   ମୂଳ ସିନ୍ଧୀ : ଅମର ଜଲିଲ  ସବୁଦିନ ପରି ସେ ତରବରିଆ ଭାବେ ଦୌଡ଼ି ଦୌଡ଼ି ଆସୁଥିଲା । ତା’ କାନ୍ଧରେ ସ୍କୁଲ ବ୍ୟାଗଟି ଝୁଲୁଥିଲା ଓ ସେ ସିଧା ଚାଲିଲା ରୋଷେଇଘର ଆଡ଼େ । ମୋ କୋଠରୀର ବସି ଝର୍କାପଟୁ ମୁଁ ତାକୁ ଲକ୍ଷ୍ୟ କରୁଥିଲି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସlଖ୍ୟଭାବ,…

କବିତା : ଡାକ ବଙ୍ଗଳା

ଶ୍ରୀନିବାସ ସେଠୀ  ମୋର ଏ ଡାକ ବଙ୍ଗଳାକୁ ଆସିବାଟା ଆଜି କେତେ ଦିନ ହୋଇଗଲାଣି , ମୋର ଏଇମିତି କୁଆଡେ ଚାଲିଯିବାଟା ନେଇ କେହି ଆଉ ଏବେ ବିଳାପ କରୁନି । ପକ୍ଷୀମାନେ କ'ଣ କାନ୍ଦି ପାରନ୍ତି ? ମୁଁ ଛାଡି ଆସିଥିବା ମୋ ଘରର କାର୍ଣ୍ଣିସରେ ସେ ଦିନ ଆସିବା ସମୟରେ ଲୁହ ଡବ ଡବ ଆଖିରେ…

[ଭିଡ଼ିଓ]ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ କଲେ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ । ୨୦୨୨କୁ ସ୍ୱାଗତ କରି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ। ଏକ କାଡବୋର୍ଡ ଜରିଆରେ କିଛି ରଙ୍ଗ , ଗ୍ଲିଟର ଆଉ କିଛି ଫୁଲ ନେଇ ଏକ ସୁନ୍ଦର ଚିତ୍ର କଳା କରିଛନ୍ତି ପ୍ରିୟଙ୍କା। ପ୍ରଭୁ ଜଗନ୍ନାଥଙ୍କର ସୁନ୍ଦର…

ନିଖୋଜ ଶିଶୁର ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: କୂଅ ଭିତରୁ ଉଦ୍ଧାର ହେଲା ନିଖୋଜ ଶିଶୁର ମୃତ ଦେହ। ଶୁକ୍ରବାରଠାରୁ ଏହି ଶିଶୁଟି ନିଖୋଜ ଥିବା ବେଳେ ପୁଲିସର ଛାନଭିନ ଜାରି ରହିଥିଲା। ସୁବର୍ଣ୍ଣପୁରର ଉଲୁଣ୍ଡା ଅଇଁଲାଛାଟ ଗାଁର ଏହି ଶିଶୁଟିକୁ ପାଖ ପଡୋଶୀ ମହିଳା ଗେଲ କରିବାକୁ ନେଇଥିବା ବେଳେ ତା ପରଠାରୁ ଶିଶୁଟିର ପତ୍ତା…

[ଭିଡ଼ିଓ] ମେହରାନଗଢ ଦୁର୍ଗର ଅଭିଶପ୍ତ ଅଷ୍ଟମ ଦ୍ୱାର

ଭୁବନେଶ୍ୱର: ଭାରତରେ ଅନେକ ମଠ ମନ୍ଦିର ରହିଛି । ତା ସହିତ ପୁରୁଣା ଇତିହାସ ସହ ସମ୍ପର୍କିତ ରହିଛି ଅନେକ ଦୁର୍ଗ । ଦେଶରେ ଏମିତି ଶହଶହ ଦୁର୍ଗ ରହିଛି । ଆଉ ଦୁର୍ଗ ଗୁଡିକୁ ନେଇ ବି ରହିଛି ଅନେକ କଥା । ସବୁଠି କିଛି ନା କିଛି ରହସ୍ୟ ବି ରହିଛି । ହେଲେ ବହୁତ କିଛି ଏମିତି ରହିଛି ଯେଉଁଠି…