Latest Odisha News

BREAKING NEWS

ପ୍ରକୃତି ସହ ଖେଳୁଛି ଚୀନ: ମହାମାନବ ପାଇଁ କରୁଛି ହ୍ୟୁମାନ-ଶିମ୍ପାଜିର କ୍ରସ ବିଡିଂ

ଭୁବନେଶ୍ୱର: ବିଶ୍ୱରେ ନିଜକୁ ଶକ୍ତିଶାଳୀ ଭାବେ ଗଢ଼ିତୋଳିବା ପାଇଁ ଚୀନ ଅନାବଶ୍ୟକ ଉଦ୍ୟମ ଜାରୀ ରଖିଛି । ଏଥିପାଇଁ ସେ ପ୍ରକୃତି ଓ ପ୍ରାକୃତିକ ପ୍ରକ୍ରିୟା ସହ ଖେଳିବାକୁ ମଧ୍ୟ ପଛାଉ ନାହିଁ । ଏକ ରିପୋର୍ଟ ମୁତାବକ ଚୀନ ବୈଜ୍ଞାନିକ ମାନେ ହ୍ୟୁମାନ ଓ ଶିମ୍ପାଜିଙ୍କ କ୍ରସ ବିଡିଂ କରି ମହାମାନବ…

[ଭିଡ଼ିଓ] ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ!

ଭୋପାଳ: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଆଖି ସାମନାରେ ଘଟୁଛି ଘଟଣା ସବୁ। ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ଏଇ ଯେମିତି ଦେବତାଙ୍କ ଦେହରୁ ବାହାରୁଛି ଝାଳ। ଏହି ଘଟଣା ଶୁଣିଲେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ । ହେଲେ ଏହା ବାସ୍ତବରେ ଲୋକଙ୍କ ସମ୍ମୁଖରେ ହିଁ ଘଟିଥାଏ।…

ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର: ବନ୍ଦ ହେଲା ଶିଶିର ସରସ ମେଳା । କେଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ୍ ପୋଲିସ ବନ୍ଦ କଲା ମେଳା । ରାଜ୍ୟ ସରକାର କୋଭିଡ ଗାଇଡଲାଇନରେ ମେଳା ମହତ୍ସବ କରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ, ହେଲେ ଏଠି କାହା ଅନୁମତିରେ ଶିଶିର ସରସ ମେଳା ହୋଇଥିଲା ତାହା ଏବେବି ପ୍ରଶ୍ନ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟକୁ ସଫଳତା, ଆରିୟା ରାଙ୍କିଙ୍ଗ ୨୦୨୧ରେ ପ୍ରଦର୍ଶନକାରୀ ଭାବେ ସ୍ଥାନିତ

ଭୁବନେଶ୍ବର : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟକୁ ଆଉ ଏକ ସଫଳତା । ଇନଷ୍ଟିଚ୍ୟୁସନ୍ ଅଫ୍ ଇନୋଭେସନ୍ ଆଚିଭମେଣ୍ଟସ୍ (ARIIA) ୨୦୨୧ର ଅଟଳ ରାଙ୍କିଙ୍ଗ ପାଇଁ ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ପ୍ରଦର୍ଶନକାରୀ ଭାବେ ସ୍ଥାନୀତ ହୋଇଛି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ । ଚଳିତ ବର୍ଷ ଏହି…

ଆରଆରଆରର ରିଲିଜ ତାରିଖ ଘୁଂଚିଲା

ମୁମ୍ବାଇ: ଏସ ରାଜମୌଲୀଙ୍କ ମେଗା ବଜଟେ ଫିଲ୍ମ ଆରଆରଆରର ରିଲିଜ ତାରିଖ ଘୁଂଚାଯାଇଛି । କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଫିଲ୍ମ ନିର୍ମାତା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ୭ ଜାନୁୟାରୀରେ ରିଲିଜ ହେବାକୁ ଥିଲା, ତେବେ ଏହାର ନୂତନ ରିଲିଜ…

ସମ୍ ହସ୍ପିଟାଲ ଆଇସିଏମ୍‌ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ବର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍‌ଆର୍ କ୍ଲିନିକାଲ୍ ଟ୍ରାଏଲ୍ ସେଣ୍ଟର୍ ଭାବେ ଚୟନ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

୫୦୦ କୋଟି ଟଙ୍କା ମୂଲ୍ୟର ଏମରୋଲ୍ଡ ଶିବଲିଙ୍ଗ ଉଦ୍ଧାର

ଟ୍ରିଚୀ:ତାମିଲନାଡୁ ପୋଲିସ ଏମରୋଲ୍ଡ ରତ୍ନର ଏକ ମୂଲ୍ୟବାନ ଶିବଲିଙ୍ଗ ଉଦ୍ଧାର କରିଛି । ଏହାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତାଞ୍ଜାଭୁରରେ ଜଣେ ବ୍ୟକ୍ତିଙ୍କ ଘରେ କିଛି ମୂଲ୍ୟବାନ ପ୍ରତିମୂର୍ତି ଥିବା ଖବର ମିଳିଥିଲା । ଏ ନେଇ ୮୦ ବର୍ଷୀୟ ଏନଏସ ସାମିୟାପ୍ପାନଙ୍କ…

ମଝି ଆକାଶରେ ପଜିଟିଭ୍, ବିମାନରେ କ୍ବାରେଣ୍ଟାଇନ୍

ଓ୍ବାସିଙ୍ଗଟନ୍ : ମଝି ଆକାଶରେ ଚିହ୍ନଟ ହେଲେ କୋଭିଡ ପଜିଟିଭ । ବାଥରୁମରେ ରହିଲେ କ୍ବାରେଣ୍ଟାଇନରେ । ଏଭଳି ଏକ ଘଟଣା ଘଟିଛି ଆମେରିକାର ଏକ ବିମାନରେ । ଚିକାଗୋରୁ ଆଇସଲ୍ୟାଣ୍ଡ ଯିବା ବାଟରେ ଏହି ଘଟଣା ସାମ୍ନାକୁ ଆସିଛି । ମାରିସା ଫୋଟିଓ ନାମକ ଜଣେ ଶିକ୍ଷୟିତ୍ରୀ ଚିକାଗୋରୁ ଆଇସଲ୍ୟାଣ୍ଡ…

[ଭିଡିଓ] ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ପୁଣି ବର୍ଷିଲା ବିଜେପି

ଭୁବନେଶ୍ୱର : ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ପଛକୁ ଠେଲିଦେଉଥିବା କଥା  କହିଛି ବିଜେପି । ସଂଖ୍ୟାଧିକ ମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ କାହିଁକି କୁଣ୍ଠିତ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ଓବିସି…

ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ SOAର ପ୍ରୋ- ଭାଇସ ଚାନ୍ସେଲର ନିଯୁକ୍ତ

ଭୁବନେଶ୍ୱର:ସୋଆର ପ୍ରୋ- ଭାଇସ ଚାନ୍ସେଲର ନିଯୁକ୍ତ । ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପ୍ରୋ- ଭାଇସ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି । ପ୍ରଫେସର ପ୍ରଧାନ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ…