Latest Odisha News

BREAKING NEWS

ନୂଆବର୍ଷରେ ଲାଲବାହିନୀ ହାତ ଛାଡିଲେ ୪୪ ମାଓବାଦୀ

ମାଲକାନଗିରି: ନୂଆବର୍ଷରେ ନୂଆ ସଂକଳ୍ପ । ନକ୍ସଲ ବାହିନୀର ହାତ ଛାଡିଲେ ୪୪ ମାଓବାଦୀ । ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ୯ ମହିଳାଙ୍କ ସମେତ ୪୪ ଜଣ ନକ୍ସଲପନ୍ଥୀ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୋଲିସ ନିକଟରେ ସେମାନେ…

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।…

୧ ଲକ୍ଷ ସଦସ୍ୟଙ୍କୁ ନେଇ ପ୍ରତିରକ୍ଷା ବାହିନୀ ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଦେଶରେ ଏକ ସେନା ଗଠନ ଉପରେ ବିଚାର କରୁଥିବା ଖବର ଆସିଛି। ତାଲିବାନ, ସେମାନଙ୍କ ଯୁଦ୍ଧବିମାନ ଉପରେ ନିର୍ଭରଶୀଳ, ବର୍ତ୍ତମାନ ୧୦୦,୦୦୦ ସଦସ୍ୟଙ୍କ ସୈନ୍ୟ ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ…

ଦେଶରେ ୧୫ଶହ ପାର କଲା ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ରବିବାରଠାରୁ କରାଯିବ । ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ…

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା…

ଅଭିନେତା ଭିକିଙ୍କ ନାଁରେ ଏତଲା

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଜଣେ ବ୍ୟକ୍ତି ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ନିକଟରେ ତାଙ୍କ ସ୍କୁଟି ନମ୍ବର ଏବଂ ଭିକି ସାରାଙ୍କୁ ନେଇ ଯେଉଁ ବାଇକ୍‌ରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି ଦୁଇଟିଯାକ…

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ଯାଜପୁର: ଭଡ଼ା ଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ଯାଜପୁର ଟାଉନ୍ ଥାନା ସନ୍ଥମାଧବ ଗାଁରେ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ଚନ୍ଦ୍ରମଣି ବଳ ଓ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ ବୋଲି ଜଣା…

୧୦ ମିଲିୟନରୁ ଅଧିକ କୋଭିଡ ମାମଲା ରିପୋର୍ଟ କରିଥିବା ଦେଶ ତାଲିକାରେ ଷଷ୍ଠରେ ଫ୍ରାନ୍ସ

ପ୍ୟାରିସ୍‌: ସମଗ୍ର ବିଶ୍ବରେ କରୋନାର ନୂଆ ରୂପ ଓମିକ୍ରନ୍‌ କାୟା ବିସ୍ତାର କରିଚାଲିଛି। ମହାମାରୀ ଆରମ୍ଭରୁ ୧୦ ମିଲିୟନରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ କରିବାରେ ଫ୍ରାନ୍ସ ବିଶ୍ୱର ଷଷ୍ଠ ଦେଶ ପାଲଟିଛି। ଏ ନେଇ ଶନିବାର ସରକାରୀ ତଥ୍ୟ ପ୍ରକାଶ ପାଇଛି। ସର୍ବାଧିକ କରୋନା ମାମଲା…

ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଗାଁର ଲୋକେ ଦେଲେ ପାନବରଜ

ପାରାଦ୍ୱୀପ: ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଦେଖାଦେଇଛି ନୂଆ ସମ୍ଭାବନା । ନୂଆବର୍ଷରୁ ଢ଼ିଙ୍କିଆ ଗାଁର ତିନି ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି । ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ୱାଇଁ । ନିଜ ଇଚ୍ଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ…