Latest Odisha News

BREAKING NEWS

୧୦ ମନ୍ତ୍ରୀ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କହର ଜାରି ରହିଛି। ସାଧାରଣ ଲୋକଙ୍କ ସହ ମହାରାଷ୍ଟ୍ରର ମନ୍ତ୍ରୀମାନେ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପାୱାର କହିଛନ୍ତି,…

ସପ୍ତାହରେ ସରିବ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ

ଗୁଆହାଟି: ଆସାମ ସରକାର ୧୫ରୁ ୧୮ ବର୍ଷ ବୟସର ସମସ୍ତ ଯୋଗ୍ୟ ପିଲାଙ୍କୁ ସପ୍ତାହ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା କର୍ତ୍ତୃପକ୍ଷ ମିଳିତ ଭାବେ ରାଜ୍ୟର ସ୍କୁଲ ଏବଂ ଜୁନିଅର କଲେଜଗୁଡ଼ିକରେ…

ଜ୍ୟାକଲିନଙ୍କ ସହ ରହିଛି ଖାସ୍‌ ସମ୍ପର୍କ; ସୁକେଶଙ୍କ ଦାବି

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କର ସମ୍ପର୍କ ସମସ୍ତଙ୍କୁ ଚକିତ କରି ଦେଇଥିଲା। ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିବା ମଧ୍ୟ…

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି ଓମିକ୍ରନ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୧୪ଶହ ୩୧ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓ ଦିଲ୍ଲୀରୁ ୩୫୧ ପଜିଟିଭ୍ କେସ୍ ବାହାରିଛି । ଏହି ଦୁଇଟି ରାଜ୍ୟରୁ କେବଳ ଅଧାରୁ ଅଧିକ…

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ ।…

ହିଟ୍‌ ଲିଷ୍ଟରେ ବାଇଡେନ୍‌, ଓବାମା, ମାର୍କ ଜୁକରବର୍ଗ

ୱାଶିଂଟନ: ହିଟ୍ ଲିଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରାମର୍ଶଦାତା। ଜଣେ ବ୍ୟକ୍ତି ପିସ୍ତଲ ସହିତ ଧୀରେ ଧୀରେ ହ୍ବାଉସ୍‌ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ସେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେବା ପୂର୍ବରୁ ପୋଲିସ ତାଙ୍କୁ ଧରିଥିଲା। ଖବର ଅନୁଯାୟୀ, ଏହି ୨୫ ବର୍ଷ…

୧୫-୧୮ ବର୍ଷଙ୍କୁ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ, ଜାଣନ୍ତୁ ରେଜିଷ୍ଟ୍ରସନ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଅଭିଯାନ । ଆସନ୍ତା ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ୧୫-୧୮ ବର୍ଷ ବର୍ଗରେ କୋଭିଡ୍ ଟିକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ କୋ ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ । ୧୫-୧୮ ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା…

ଟେଲିଭିଜନ ଜଗତର ‘ଗୋଲଡେନ୍‌ ଗାର୍ଲ’ଙ୍କ ପରଲୋକ

ୱାଶିଂଟନ: ଆମେରିକାର ଟେଲିଭିଜନ ଜଗତର 'ଗୋଲଡେନ୍‌ ଗାର୍ଲ'ଙ୍କ ପରଲୋକ। ସାତ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସିଥିବା ବେଟି ହ୍ବାଇଟ୍‌ ଅର୍ଥାତ୍‌ "ଗୋଲ୍‌ଡେନ୍‌ ଗାର୍ଲ'ଙ୍କ ୯୯ ବର୍ଷ ବୟସରେ ଦେହାନ୍ତ ହୋଇଛି। 'ଦ ଗୋଲ୍‌ଡେନ୍‌ ଗାର୍ଲସ' ଏବଂ "ମେରି ଟେଲର୍‌ ମୁର୍‌…

ରାଜ୍ୟରେ ବଢୁଛି କରୋନା କେସ୍: ଆଜି ୨୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପାଖାପାଖି ତିନି ଶହ ହେଲାଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ଟି । ୧୮ବର୍ଷ ଭିତରେ ଆଉ ୩୩…

ବୈଷ୍ଣୋ ଦେବୀ ମନ୍ଦିର ଦଳାଚକଟାରେ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା

ନୂଆଦିଲ୍ଲୀ: ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି । ଆହତଙ୍କ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ୫୦…