Latest Odisha News

BREAKING NEWS

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ବର ମନୋନୀତ

ଭୁବନେଶ୍ବର : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ବରକୁ ମନୋନୀତ କରାଯାଇଛି । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ…

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ୦୧.୦୭.୨୦୨୧ରୁ ପିଛିଲା ଭାବରେ ଲାଗୁ ହେବ…

ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ, ଜଗିବେ ୯ ପ୍ଲାଟୁନ ଫୋର୍ସ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ । ପୁରୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କଡ଼ାକଡ଼ି ହେବ ପାଟ୍ରୋଲିଂ । କୋଭିଡ ଗାଇଡଲାଇନ ଅନୁସାରେ ହେବନି ଭିଡ଼ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ, ଆସନ୍ତାକାଲି ପତିତପାବନ ଦର୍ଶନ ପାଇଁ ବ୍ୟବସ୍ଥା ହେଉଛି । ଏହାସହ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା…

୧୯ ବର୍ଷରୁ କମ ଏସିଆ କପ : ଶ୍ରୀଲଙ୍କାକୁ ହରାଇ ଭାରତ ହାତେଇଲା ଟାଇଟଲ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇ ଟାଇଟଲ ହାସଲ କରିଛି । ଭାରତର ଏହା କ୍ରମାଗତ ତୃତୀୟ ଏବଂ ଓଭରାଲ ୮ମ ଟାଇଟଲ । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୮ ଓଭରରେ ୯ ୱିକେଟ ହରାଇ ୧୦୬ ରନ କରିଥିଲା…

ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା ଜଣେଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ସାରା ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। । ଚଳିତ ବର୍ଷ ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି…

ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ

ପାରାଦୀପ : ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ପ୍ରକଳ୍ପ ପୂର୍ବରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି । । ପାରାଦୀପ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡଃ ବ୍ଲୁ କମ୍ପାନୀ ପାଇଁ…

ଧୋନୀଙ୍କ ଯୋଗୁ ଦଳରୁ ବାହାରିଛି :ଭଜି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ହରଭଜନ ସିଂ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁ ମୁଁ ଟିମ୍ ଇଣ୍ଡିଆରୁ ହଠାତ ବାହାର କରାଯାଇଥିଲି । କଣ ପାଇଁ ମୋତେ ବାହାର କରାଗଲା ସେ ପ୍ରଶ୍ନର ଉତର ମୁଁ…

ପୁଣି ‘ବ୍ଲୁ-ହ୍ୱେଲ୍’ ଆତଙ୍କ, ୧୮ ବର୍ଷିୟ ଯୁବକଙ୍କ ଆତ୍ମହତ୍ୟା

ନାସିକ: ଭାରତରେ ପୁଣି ପ୍ରାଣଘତୀ ଅନଲାଇନ୍ ଗେମର ଆତଙ୍କ । ଅନଲାଇନ୍ ‘ବ୍ଲୁ-ହ୍ୱେଲ’ ଗେମ୍ ଖେଳି ଚ୍ୟାଲେଞ୍ଜ ପୁରା କରିବାକୁ ଯାଇ ମହାରାଷ୍ଟ୍ରର ନାସିକରେ ୧୮ ବର୍ଷିୟ ଯୁବକ ତୁଷାର ଯାଦବଙ୍କ ଆତ୍ମହତ୍ୟା । ପ୍ରଥମେ ହାତ କାଟିଲେ, ପରେ ଫିନାଇଲ ପିଇଲେ । ଏହି ଘଟଣା ସାରା ଭାରତରେ ଏବେ ଚାଞ୍ଚଲ୍ୟ…