ଆଇସକ୍ରିମ କାଠି କଳାକୃତିରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ ବିଶ୍ୱଜିତ
ପୁରୀ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠି ମାଧ୍ୟମରେ ନିଆରା କଳାକୃତି କରିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱଜିତ୍ ।
୨୭୫ ଟି ଆଇସି କ୍ରିମ କାଠିରେ…