ଅନୁବାଦ କବିତା : ସୂର୍ଯ୍ୟ
ମୂଳ ରଚନା : ଚେଜଲୋ ମିଲସ
ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ
କିନ୍ତୁ ତା'ର କୌଣସି ଏକ
ବିଶେଷ ରଙ୍ଗ ତ ନାହିଁ,
ଯେହେତୁ ସେଠାରେ
ସବୁ ରଙ୍ଗ ମିଶେ ଏକ ହୋଇ
ଏବଂ ଏଇ ସାରା ପୃଥିବୀଟା
ସତେକି ଏକ କବିତା
ଆଉ ଏଇ ଉପରର ସୂର୍ଯ୍ୟ
ମନେ ହୁଏ ଜଣେ କଳାକାର।
ଯିଏ ତେଣୁ ଆଙ୍କିବାକୁ ଚାହେଁ…