Latest Odisha News

BREAKING NEWS

କରୋନା ମହାମାରୀ ମୁକାବିଲା: ଭାରତ ବଜାରରେ ଉପଲବ୍ଧ ହେବ ଫାବି ସ୍ପ୍ରେର ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ନାଜାଲ ସ୍ପ୍ରେ ମାଧ୍ୟମରେ ଆଉ ଏକ ଔଷଧ ବଜାରକୁ ଆସିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ନାଇଟ୍ରିକ ଅକ୍ସାଇଡ ଆଧାରିତ ଫାବି ସ୍ପ୍ରେ କାନାଡାର ଏକ କମ୍ପାନୀ ସହ ମିଳିତ ଭାବେ ପ୍ରସ୍ତୁତ କରିଛି । ଡିସିଜିଆଇ ପୂର୍ବରୁ ଏହାକୁ ଅନୁମୋଦନ ଦେଇଥିଲା ।…

ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ବାହାଘର

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ବାହାଘର । ହରିଆନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜାଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି । ବର ପକ୍ଷ ମଙ୍ଗଳବାର ପୁରୀରେ ପହଞ୍ଚି କୋଭିଡ଼…

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍…

[ଭିଡିଓ] ରଙ୍ଗବତୀ ଗୀତରେ ନାଚି ପ୍ରଚାର କଲେ ବିଧାୟକ

ନୂଆପଡା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ।ଏଥିରୁ ବାଦ ପଡିନାହ।ନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।ରଙ୍ଗବତୀ ଗୀତର ତାଳେ ତାଳେ ନାଚି ଭୋଟରଙ୍କ ମନମୋହୁଛନ୍ତି ବିଧାୟକ । ନୂଆପଡା ଜିଲ୍ଲାର ବିଧାୟକ…

ସ୍ନେହ ପ୍ରେମ ସହ ଚକୋଲେଟର ସମ୍ପର୍କ କିଛି ନିଆରା: ‘ହାପି ଚକୋଲେଟ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ରୋଜ୍ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ମାଓ ପୋଷ୍ଟର ସ୍ଥାନରେ ପୁଣି ଲାଣ୍ଡମାଇନ୍ ବିସ୍ଫୋରଣ, ଯୁବକ ମୃତ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ପୁଣି ହେଲା ଲାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ପ୍ରାଣ ହରାଇଛନ୍ତି…

କରୋନାର ପରବର୍ତ୍ତୀ ଭାରିଆଣ୍ଟ ଓମିକ୍ରନଠୁ ଅଧିକ ଘାତକ ହୋଇପାରେ, ଚେତେଇଲା WHO

ଓ୍ୱାଶିଂଟନ୍: କରୋନାର କେବେ ହେବ ଅନ୍ତ ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ପାଖାପାଖି 3 ବର୍ଷ ହେବ ସାରା ବିଶ୍ୱ ମହାମାରୀ ସହ ଲଢୁଛି । ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିଲେ ତାହା ଅଧିକ ଘାତକ ହେବ । ଓମିକ୍ରନଠାରୁ ଅଧିକ ସଂକ୍ରାମକ ହୋଇପାରେ । ଏପିରିକି ଅନ୍ୟ ଭାରିଆଣ୍ଟ ଅପେକ୍ଷା…

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ…

ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ,ଫଟୋ ଭାଇରାଲ

ମୁମ୍ୱାଇ : ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ।ଏହି ୱଡିଂ ସେରିମନିରେ ଅରୁଣିତା ଯୋଗଦେଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅରୁଣିତା ଏହି ବାହାଘରରେ ପହଁଞ୍ଚି ସବୁ ରୀତିନୀତିରେ ସାମିଲ ହୋଇଥିଲେ ।…

୪୮ଘଣ୍ଟା ପରେ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର

ପାଲକ୍କଡ(କେରଳ): ୪୮ଘଣ୍ଟା ପରେ କେରଳ ପାଲକ୍କଡ ଜିଲ୍ଲାର ଏକ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର । ଦୁଇ ଦିନ ବିନା ଖାଦ୍ୟ ଓ ପାଣିରେ ଜୀବନ ସହ ସଂଘର୍ଷ କରୁଥିବା ୨୩ ବର୍ଷୀୟ ଟ୍ରେକରଙ୍କୁ ଆଜି ଉଦ୍ଧାର କରିଛି ଭାରତୀୟ ସେନା । ତାଙ୍କ ପାଖରେ ସେନାର ଗୋଟିଏ ଟିମ୍ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ…