Latest Odisha News

BREAKING NEWS

କବିତା : ନିରବ ନିୟମ

ସୁବ୍ରତ କୁମାର ଜେନା  ଏ ବାବୁ , ତୁମେ ବି ନା ଏମିତି ! ତୁମକୁ କ'ଣ ଅଧିକ ମାଗିଥିଲୁଯେ ! ଖାଲି ଯାହା ଟିକେ ଭୋକରୁ ନିର୍ଯ୍ୟାସ, ଖାଲି ଯାହା ଟିକେ ଭେକର ମାଧ୍ୟମ, ତୁମେ କିନ୍ତୁ କ'ଣ କଲ ? ଏମିତି ଆଙ୍କିଲ ଚିତ୍ର ଆମ ନଗ୍ନତାର, ଏମିତି କ'ଣ କିଏ ଆଙ୍କେ ବାସ୍ତବରେ, ସାରା…

ଉନ୍ମୋଚିତ ହେଲା ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପକ୍ଷୀଘର' ଦ୍ୱାରା ପ୍ରକାଶିତ ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ 'ପରିଣୀତା' ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅଜୟ ସ୍ବାଇଁ, ଶଙ୍କର୍ଷଣ ପରିଡା,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୧ କାନ୍ଥ ଘଣ୍ଟାକୁ ପନ୍ଦର ମିନିଟ୍‌ରେ ପଚିଶ୍ ଥର ଚାହିଁଲେ, ପନ୍ଦରଟା କ’ଣ ପଇଁଚାଳିଶି ହେଇଯିବ? ପିଠିପଟେ ତକିଆ ଦେଇ, ଖଟ ଉପରେ ଆଉଜି ପଡ଼ିଥିଲା ଆରାଧ୍ୟା । ଭିଡ଼ି ମୋଡି ହେଇ ଅଳସ ଭାଙ୍ଗିଲା । ସମୟ ଯାଉନି କାହିଁକି…

ଶିଶୁ ଗଳ୍ପ : ସୁନାପିଲା ପଲକ

ଝରଣା ବାରିକ ପ୍ରେମା ବାବୁଙ୍କର ସାନ ଝିଅ ପଲକ । ସିଏ ଭାରି ଗେହ୍ଲେଇ, ଫୁଲେଇ, ଆଉ ବଦମାସ୍ ବି। ଖେଳିବା ଆଉ ମୋବାଇଲ ଦେଖିବା ତାର ପ୍ରଥମ କାମ। ଦିନ ସାରା ନ ଖାଇଲେ ବି ଚଳିବ। କେବେ ବି କହିବନି ମତେ ଭୋକ ଲାଗୁଛି। ଯେତେ ଯାହା ଗାଳି ଦେଲେ ତାର କିଛି ଫରକ ପଡେନି କାରଣ ତାର ସବୁଠାରୁ ବଡ଼…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ,…

ଭାଷା ଭାଗବତ : ପଶୁପକ୍ଷୀଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୮ ବିରାଡ଼ି କହେ ' ମ୍ୟାଉଁ ମ୍ୟାଉଁ ' ମୁଁ କହେଁ ' ମାଛ ନାହିଁ ଆଉ ' ' ଭୋଓଭୋ ' କୁକୁରଟି ଭୁକେ ମୁଁ ଝର୍କା ଖୋଲି ଯାଇ ଦେଖେଁ କେହି ନ ଦେଲେ ଦେଖା କାହିଁ କହେଁ ' ଶୋଇଥା' ଚୁପ୍‌ ରହି ' କାଉଟେ କାହୁଁ…

ଟ୍ରଫିକ୍ ସମସ୍ୟା ପାଇଁ ହେଉଛି ୩ ପ୍ରତିଶତ ଛାଡ଼ପତ୍ର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ: ମୁମ୍ବାଇ ସହରରେ ଟ୍ରାଫିକ୍ ସମସ୍ୟା କାରଣରୁ ୩ ପ୍ରତିଶତ ଦମ୍ପତ୍ତିଙ୍କର ଛାଡ଼ପତ୍ର ହେଉଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନୀ ଅମୃତା ଫଡ଼ନାଭିଜ । '3 per cent divorces in Mumbai take place due to…

ଓଡ଼ିଶା ପୁଣି ପଡ଼ିଶା: ଗଞ୍ଜେଇପଦରରେ ବାଣ୍ଟଲା ପଟ୍ଟା

କୋରାପୁଟ: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଜଣାଯାଇଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବା ପାଇଁ ପଡ଼ିଶା ରାଜ୍ୟ ପୁଣି ଆରମ୍ଭ କରିଛି ପ୍ରୟାସ । କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର…

ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯାଇଛି । ପରମ୍ପରା…

ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା, ହେବନି ଅପେରା, ଖୋଲିବି ଦୋକାନ

ଭୁବନେଶ୍ୱର: ବିନା ଲୋକରେ ବିନା ଅପେରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିରରେ ନୀତିକାନ୍ତି ହେବ । ଏହା ସହିତ ମେଳାରେ କୌଣସି ଦୋକାନ ମଧ୍ୟ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । କରୋନା କାରଣରୁ ଗତ କିଛି ବର୍ଷ ହେଲା ଖଣ୍ଡଗିରି…