Latest Odisha News

BREAKING NEWS

ସୋଆର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ବତନ୍ତ୍ର ଡାକ ଟିକେଟ୍ ‘ମାଇ ଷ୍ଟାମ୍ପ’ ଉନ୍ମୋଚିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବତନ୍ତ୍ର ଡାକ ଟିକେଟ ‘ମାଇ ଷ୍ଟାମ୍ପ’ ଉନ୍ମୋଚିତ ହୋଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କ ଦ୍ବାରା ଏହି ଡାକ ଟିକେଟ ଉନ୍ମୋଚିତ ହୋଇଛି । ୫ ଟଙ୍କା ମୂଲ୍ୟର ଏହି ଡାକ…

୨୬ରେ ହେବାକୁ ଥିବା କଂଗ୍ରେସର ସଦଭାବନା ରାଲି ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା କଂଗ୍ରେସର ସଦଭାବନା ରାଲି । ରାଜ୍ୟ ସରକାରଙ୍କ କରୋନା ଗାଇଡ ଲାଇନ ଆସିବା ପରେ କଂଗ୍ରେସ ସେବା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସଦଭାବନା ରାଲିକୁ ସ୍ଥଗିତ ରଖାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ ସେବାଦଳ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର…

[ଭିଡ଼ିଓ] ଗୋଲଡେନ୍ ପେଣ୍ଟିଂରେ ନୀରଜ ଚୋପ୍ରାଙ୍କୁ ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନ ଶୁଭେଚ୍ଛା

ଭୁବନେଶ୍ୱର: ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ବର୍ଥ ଡେ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରେ ୨୦୨୧ରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗୌରାବାନ୍ୱିତ କରିଥିଲେ । ତାଙ୍କର ଆଜି ଜନ୍ମ ଦିବସରେ ନୀରଜଙ୍କୁ ଫ୍ୟାନ୍ ମାନଙ୍କର ଅନେକ ଶୁଭେଚ୍ଛାର…

ରାଜ୍ୟ ସରକାରଙ୍କ ଦ୍ୱାରା ଓବିସି ବର୍ଗ ଉପେକ୍ଷିତ: ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାଦ ଦେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଉପେକ୍ଷା କରୁଛନ୍ତି । ସମ୍ବିଧାନ ଅଧିକାରରୁ ବଞ୍ଚିତ କରୁଛନ୍ତି । ସରକାର କିଛି କରି ନାହାନ୍ତି, କୋର୍ଟ କରିଛି ବୋଲି କହି ଖସି…

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୩ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ…

ବଢ଼ିପାରେ ବାଘଙ୍କ ସଂଖ୍ୟା: ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ କରାଯିବ

ଭୁବନେଶ୍ୱର : ରାଜ୍ୟରେ ବଢିପାରେ ବାଘ ମାନଙ୍କ ସଂଖ୍ୟା । ଏନେଇ ବାଘ ମାନଙ୍କ ଗଣନା ପକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟୟ ବାଘ ଗଣନା ସରିଛି । ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ଚାଲିଛି । ହେଲେ ତୃତୟୀ ପର୍ଯ୍ୟାୟରେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ । ସବୁ ପର୍ଯ୍ୟାୟ ଗଣନା କରିବାକୁ ଆଉ ୬…

ମଧ୍ୟପ୍ରଦେଶରେ ସୈଫ-କରୀନାଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପ୍ରାଇଭେଟ ସ୍କୁଲ

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱାର ଏକାଡେମିକ ହାଇଟ୍ସ ପ୍ରାଇଭେଟ ସ୍କୁଲ ସୈଫ ଅଲି ଖାଁ ଓ କରୀନା କାପୁରଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପଡିଛି । ଅଭିଭାବକ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ । କଳାକାର ପିଲାମାନଙ୍କ ନାଁ ଜାଣିବା କଣ ଜରୁରୀ…

କିଟ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ

ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ । ଶୁକ୍ରବାର ସ୍ମିତାରାଣି କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ୟ୍ୟକାଳ ଶେଷ ହେବାପରେ ପରେ କୁଳାଧିପତି ପ୍ରଫେସର ବେଦ…

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଭୟ ବଢ଼ାଇଲା ଭାଇରସ ଓମିକ୍ରନ୍, ବ୍ରିଟେନରେ ବିଗୁଡୁଛି ସ୍ଥିତି

ନୂଆଦିଲ୍ଲୀ : ବ୍ରିଟେନରେ ବିଗୁଡୁଛି ସ୍ଥିତି । ଦିନକୁ ଦିନ ସ୍ଥିତିକୁ ଜଟିଳ କରୁଛି ଭାଇରସ । ବ୍ରିଟେନରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ସଂଖ୍ୟକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ବ୍ରିଟେନରୁ ୧ ଲକ୍ଷ ୧୯ ହଜାର ୭୮୯ ଜଣ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସମଗ୍ର ୟୁରୋପରେ ବ୍ରିଟେନ…