Latest Odisha News

BREAKING NEWS

ଶେଷ ହେଲା ରେଡ୍, ଜବତ ହେଲା ୧୭୭ କୋଟିରୁ ଅଧିକ ଟଙ୍କା

କାନପୁର : ଦେଶର ସର୍ବବୃହତ ରେଡ୍ । ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା । ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଆୟକର…

ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ୍‌ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଅଡୁଆରେ ଜ୍ୟାକଲିନ; ଘରକୁ ଯିବାକୁ ଇଡିଠୁ ଲୋଡିଲେ ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା ପ୍ରାୟ ୭୦୦୦ ପୃଷ୍ଠାର ଚାର୍ଜସିଟରେ ଇଡି ଏହି ସୂଚନା ଦେଇଛି। ସୂଚନା…

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା । କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ।  ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ତାଙ୍କର କାକା ଶ୍ୱଶୁର ଓ ୨ ଶାଳକ…

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଅଭାବନୀୟ ଘଟଣା । ଜେଲରେ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଅନ୍ତେବାସୀଙ୍କ ମନରେ କକୁଆ ଭୟ ଖେଳିଯାଇଛି । କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଜେଲ ପ୍ରଶାସନ । ଗତ ଶୁକ୍ରବାର ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା । ମୃତ କଏଦୀଙ୍କ ନାଁ…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…

[ଭିଡିଓ] ବିରାଟ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର : ଉଦ୍ଧାର ହେଲା ବିରାଟ ଅଜଗର । ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପାଖରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିଲା । ଠିକ୍ ଏହି ସମୟରେ ପୁରୁଣା ଆମ୍ବଗଛଟିକୁ ଓପାଡିବା ସମୟରେ ଅଜଗର…

ଟ୍ରାଭେଲ ହିଷ୍ଟ୍ରି ନଥିବା ଡାକ୍ତର ଓମିକ୍ରନ୍ ପଜିଟିଭ

ନୂଆଦିଲ୍ଲୀ: କଲିକତା ମେଡିକାଲ କଲେଜ ହସ୍ପିଟାଲର ଜୁଣେ ଜନିଅର ଡାକ୍ତର ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ‌ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ସମୁଦାୟ ଓମିକ୍ରନ୍ ମାମଲା ୪କୁ ବୃଦ୍ଧି ପାଇଛି। କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୧ ବର୍ଷିୟ…

ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କପିଳାସ ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ

ଢେଙ୍କାନାଳ : ରାଜ୍ୟରେ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ପ୍ରଶାସନ । ରାଜ୍ୟରେ…

[ଭିଡିଓ] ମୟୂରଭଞ୍ଜର କ୍ୟାଥେଲିକ ଚର୍ଚ୍ଚରେ କଟକଣାରେ ବଡଦିନ ପାଳନ

ମୟୂରଭଞ୍ଜ : ଆଜି ପବିତ୍ର ବଡଦିନ । ଦେଶ ପାଳୁଛି ଖ୍ରୀଷ୍ଟମାସ ।ଏନେଇ ଉତ୍ସବ ମୁଖର ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁରର ଥିବା କ୍ୟାଥେଲିକ ଚର୍ଚ୍ଚ । ରାତିରୁ ଧରା ପୃଷ୍ଟକୁ ଅବରତରଣ କରିସାରିଛନ୍ତି ଯୀଶୁ ।ଏଥର କୋଭିଡ କଟକଣା ମଧ୍ୟରେ ମହା ନିରାଡମ୍ବର ଭାବେ ପାଳିତ ହେଉଛି ବଡଦିନ…