Latest Odisha News

BREAKING NEWS

[ଭିଡ଼ିଓ] ମାଲକାନଗିରି ପୋଲିସକୁ ସଫଳତା, ଅସ୍ତ୍ର ଶସ୍ତ୍ର ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଲା ସଫଳତା । ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଘନବେଡା ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ଚାଲିଥିଲା। ଆଉ ଏହି କମ୍ବିଂ ଅପରେସନ…

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ରହିଛି ଖଲିସ୍ତାନ ଗ୍ରୁପ୍‌ର ସମ୍ପୃକ୍ତି

ନୂଆଦିଲ୍ଲୀ: ଲୁଧିଆନା ସେସନ କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ସୁରକ୍ଷା ଏଜେନ୍ସି ଏବଂ ପଞ୍ଜାବ ପୋଲିସ ତଦନ୍ତ କରୁଛନ୍ତି। ଯାଞ୍ଚ ବେଳେ ପଞ୍ଜାବକୁ ଅସ୍ଥିର କରିବା ଉଦ୍ଦେଶ୍ୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ଜର୍ମାନୀରେ ଅବସ୍ଥିତ ଖଲିସ୍ତାନ ସମର୍ଥକ…

ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାସ ,ଜଣେ ଗିରଫ

କଟକ : ପୁଣି ପୋଲିସ କବଜାରେ ନକଲି ଜର୍ଦ୍ଦା । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି ।ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ…

ଓମିକ୍ରନ୍‌ ଭୟ; ୧୦ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ସରକାର ଏହାର ସ୍ୱତନ୍ତ୍ର ଟିମ୍‌କୁ ୧୦ ଟି ରାଜ୍ୟକୁ ପଠାଇବେ। ଶନିବାର ଦିନ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୦ ଟି ଚିହ୍ନିତ ରାଜ୍ୟରେ କେନ୍ଦ୍ରୀୟ…

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ପହଁଞ୍ଚିବା ପରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ…

ଜାନୁଆରୀରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା ୧୦ ଜାନୁଆରୀରେ ଭାରତ ଗସ୍ତ କରିପାରନ୍ତି। ଏହା ତାଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ହେବ। ଏହାପୂର୍ବରୁ, ଦେଓବା ଅକ୍ଟୋବର ୨୦୨୦ରେ COP26 ରେ ଯୋଗଦେବା ପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଥିଲେ ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ…

ଓମିକ୍ରନ୍‌ ସଂକ୍ରମଣକୁ ରୋକାଯାଇପାରିବ ନାହିଁ; ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: କ୍ଷୀପ୍ର ବେଗରେ ବୃଦ୍ଧି ପାଉଥିବା ଓମିକ୍ରନ୍ ସଂକ୍ରମଣକୁ ରୋକାଯାଇପାରିବ ନାହିଁ। କେରଳରେ କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ଏକ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ କହିଛନ୍ତି ଯେ ପ୍ରତି ଦୁଇ ଦିନରେ ଓମିକ୍ରନ୍‌ର ନୂଆ ମାମଲା ଦ୍ୱିଗୁଣିତ ହେଉଛି। ସେ…

କରୋନା ପରେ ଲାଇଫ୍ ସପୋର୍ଟରେ ୬୫ ଦିନ, ଫୁସଫୁସ ପ୍ରତିରୋପଣ ନକରି ସୁସ୍ଥ ହେଲା ନାବାଳକ

ହାଇଦ୍ରାବାଦ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି କିଛି କରି ପାରିବ ନାହିଁ ବୋଲି କୁହାଯାଏ । ଏକଥାର ଯଥାର୍ଥତା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଜଣେ ୧୨ ବର୍ଷର ବାଳକ କରୋନା ସଂକ୍ରମିତ ହେବା ପରେ ୬୫ ଦିନ ଲାଇଫ ସପୋର୍ଟରେ ଥିଲେ । ଫୁସଫୁସ…

ବିଶ୍ୱର ବୃହତ୍‌ ବାଲୁକା-ଗୋଲାପ ସାନ୍ତାକ୍ଲଜ୍‌

ପୁରୀ : ବଡ଼ଦିନକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥର ବାଲି ସହ ଗୋଲାଫ ଫୁଲରେ ସେ ପ୍ରସ୍ତୁତ କରିଛନ୍ତି ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡ଼ାର ସାନ୍ତାକ୍ଲଜ୍‌ । ବେଳାଭୂମିରେ ବାଲୁକା-ଗୋଲାପରେ ନିର୍ମିତ ଏହି ସାନ୍ତାକ୍ଲଜ୍‌ ବିଶ୍ବର ପ୍ରଥମ ।…

ମୁମ୍ବାଇରେ ନୂଆ ବର୍ଷ ସେଲିବ୍ରେସନ୍‌ ମନା

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ପ୍ରସାରକୁ ଦୃଷ୍ଟିରେ ରଖି ବିଏମ୍‌ସି ମୁମ୍ବାଇରେ ନୂତନ ବର୍ଷର ଉତ୍ସବ ପାଳନ ପାଇଁ ଏହାର ନିୟମାବଳୀକୁ ଆହୁରି କଡାକଡି କରିଛି। ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ ମୁମ୍ବାଇର ଆବଦ୍ଧ କିମ୍ବା ଖୋଲା ସ୍ଥାନରେ କୌଣସି ନୂତନ ବର୍ଷର ପାର୍ଟୀ…