Latest Odisha News

BREAKING NEWS

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ମାମୁଁ-ଭାଣିଜୀ ମୃତ

ଅନୁଗୁଳ : ଅନୁଗୁଳ ବାଳୁଅକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ । ସୂଚନା ଅନୁସାରେ, ପପୁ ବାଇକରେ ବନ୍ତଳା ଅଞ୍ଚଳରୁ…

[ଭିଡ଼ିଓ] ନୂଆ ଟେଷ୍ଟରେ ମିରିଣ୍ଡା ଫ୍ଲେଭର ଗୁପ୍ ଚୁପ୍

ଭୁବନେଶ୍ୱର: ରାସ୍ତା କଡ଼ରେ ମାଳ ମାଳ ଷ୍ଟ୍ରିଟ ଫୁଡ୍ । ଆଉ ଏହି ଷ୍ଟ୍ରିଟ୍ ଫୁଡ୍ ଆମ ମାନଙ୍କର ବହୁତ ପସନ୍ଦ । ଆମେ ସାଧାରଣତ ମାର୍କେଟରେ ମସଲା ଗୁପ୍ ଚୁପ୍ ଖାଇବାକୁ ବେଶ୍ ପସନ୍ଦ କରୁ। ଆଳୁ ମସଲା ସାଙ୍ଗକୁ ବିଭିନ୍ନ ଖଟା ଫ୍ଲେଭରର ଗୁପ୍ ଚୁପ୍ ପ୍ରାୟ ସମସ୍ତଙ୍କ ପସନ୍ଦ । ହେଲେ ଆଜିକାଲି…

ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଫାଇନାଲରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଥିବା କିଦାମ୍ବି ଶ୍ରୀକାନ୍ତ ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଛନ୍ତି । ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ୨୪ ବର୍ଷୀୟ କିନ ୟୁ ଲୋଙ୍କ ନିକଟରୁ ୨୧-୧୫,…

ଧରା ପଡିଲା କୁକୁର ଛୁଆଙ୍କୁ ମାରୁଥିବା ମାଙ୍କଡ

ବିଡ: ମହାରାଷ୍ଟ୍ରରେ ଚାଂଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତ ଯେ, ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ । ବିଡ ଜିଲାରେ ପାଖାପାଖି…

୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ୧୪ ଜାନୁୟାରୀରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ୟଶ ଢ଼ୁଲଙ୍କୁ ଅଧିନାୟକ ଏବଂ ଏସକେ ରଶୀଦଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ୪ଥର ବିଶ୍ୱ ଚାମ୍ପିୟନ ଓ ୩ ଥର ରନର୍ସଅପ…

ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ପ୍ରସ୍ତୁତ

ଭୁବନେଶ୍ବର : ପଞ୍ଚାୟତ ନିର୍ବଚନ ଲାଗି ଅଣ୍ଟା ଭିଡିଲେଣି ରାଜ୍ୟ ସରକାର । ଏଥିପାଇଁ ଆଉ ପାଦେ ଆଗେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ, ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ସରିଲାଣି । ଏସବୁ ଭିତରେ ପଞ୍ଚାୟତ ନିର୍ବଚନ ଲାଗି ନିର୍ଦ୍ଦେଶନାମା ଜାରି…

ହେଲଥକାର୍ଡ ବଣ୍ଟନକୁ ଘରୋଇ ହସ୍ପିଟାଲ୍ ସଂଘର ବିରୋଧ

ପୁରୀ: ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହେଲଥକାର୍ଡ ବଣ୍ଟନ କରୁଛନ୍ତି । ଏହି ଯୋଜନାରେ ସବୁ ଜିଲ୍ଲା ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ହେଲେ ଯୋଜନାରେ ଲୋକେ କେତେ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ଆଉ ରୋଗୀଙ୍କୁ ସୁବିଧା ଯୋଗାଇବା…

ବ୍ରାହ୍ମଣଙ୍କୁ ଗାଳି ଦେଇ ଫସିଲେ ଜିତନ ରାମ ମାଂଝୀ

ପାଟନା:ବ୍ରାହ୍ମଣଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି ଫସିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ । ଭୂୟାଁ ମୁସହର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଝୀ ଯୋଗ ଦେଇଥିଲେ । ଏଠାରେ ସେ କହିଥିଲେ ବ୍ରାହ୍ମଣମାନେ ସତ୍ୟ…

ବିଜେବି କଲେଜ ପୁରାତନ ବିଦ୍ୟାର୍ଥୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ସଭାଗୃହ ଉଦଘାଟିତ

ଭୁବନେଶ୍ବର : ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ନୂତନ ସଭାଗୃହ ଉଦଘାଟିତ ହୋଇଛି । ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନୀନ ଉଦ୍ୟୋଗ ଏବଂ…

[ଭିଡ଼ିଓ] ପଥର କାଟିଲେ ବାହାରୁଛି ରକ୍ତ

ଚିଲି: ପଥର କାଟିଲେ ବାହାରୁଛି ରକ୍ତ। ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏହି ପଥର କାଟିଲେ କୌଣସି ଖଣ୍ଡ ବାହାରିନଥାଏ ବରଂ ରକ୍ତର ମାାଂସ ବାହାରିଥିବାର ଦେଖିବାକୁ ମିଳେ । ଏହି ବିରଳ ପଥରରୁ ମାଂସ ବାହାର କରିବା ପାଇଁ ଲୋକେ ଧାରୁଆ ଅସ୍ତ୍ର ବ୍ୟବହାର କରିଥାନ୍ତି। କିଛି ଲୋକ…